ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ରବିବାରଠୁ ବ୍ରହ୍ମଗିରିରେ ଅଣସର ଦର୍ଶନ, ଶ୍ରୀଅଲାରନାଥଙ୍କ ପୀଠରେ ପ୍ରସ୍ତୁତି ଚୂଡାନ୍ତ

ବ୍ରହ୍ମଗିରି,୨୨/୦୬: ରବିବାରଠାରୁ ମହାପ୍ରଭୁ ଅଣସର ପିଣ୍ଡିରେ ପୂଜା ପାଇବା ପରେ ବ୍ରହ୍ମଗିରିର ଶ୍ରୀଅଲାରନାଥଙ୍କ ପୀଠରେ ଆରମ୍ଭ ହେବ ଅଣସର ଦର୍ଶନ । ସେଥି ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ଅବସ୍ଥାରେ ପହଞ୍ଚିଛି । ପ୍ରତିବର୍ଷଠାରୁ ଚଳିତ ବର୍ଷ ଅଣସର ଦର୍ଶନ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ପ୍ରଶାସନ ସଜାଗ ରହିଥିବା ଅତିରିକ୍ତ ତହସିଲଦାର ଶରତଚନ୍ଦ୍ର ଦେହୁରୀ ଜଣାଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.