ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲିଜେଣ୍ଡ୍ସ ଲିଗରେ ଗୌତମ ଗମ୍ଭୀରଙ୍କ ଦମଦାର୍ ବ୍ୟାଟିଂ, ଛକ୍କା –ଚୌକା ବର୍ଷା...

ନୂଆଦିଲ୍ଲୀ,୬/୧୨  : ଲିଜେଣ୍ଡ୍ସ ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବୁଧବାର ଏଲିମିନେଟର ଖେଳାଯାଉଛି । ଏହି ମ୍ୟାଚରେ ଗୁଜୁରାଟ ଜାଏଣ୍ଟ୍ସ ଏବଂ ଇଣ୍ଡିଆ କ୍ୟାପିଟାଲ୍ସ ଟିମ୍‌ ମୁହାଁମୁହିଁ ହୋଇଛନ୍ତି । ଗୁଜୁରାଟ ଜାଏଣ୍ଟ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଇଣ୍ଡିଆ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ଭଲ ପ୍ରଦର୍ଶନ କରିଥିଲା । ଇଣ୍ଡିଆ କ୍ୟାପିଟାଲ୍ସ ଓପନର ଗୌତମ ଗମ୍ଭୀର ଏବଂ କିର୍କ ଏଡଓ୍ବର୍ଡ୍ସ ପ୍ରଥମ ଓ୍ବିକେଟ ଲାଗି ୬.୩ ଓଭରରେ ୬୫ରନ୍ କରିଥିଲେ ।

ବିଶେଷ କରି ଗୌତମ ଗମ୍ଭୀର ଆକ୍ରମଣାତ୍ମକ ଭାବେ ବ୍ୟାଟିଂ କରୁଥିବା ନଜର ଆସିଥିଲେ । ଗୌତମ ଗମ୍ଭୀର ପ୍ରାୟ ୩୦ବଲରେ ୫୧ରନର ପାଳି ଖେଳିଥିଲେ । ସେ ନିଜ ପାଳିରେ ୭ଚୌକା ଏବଂ ୧ଛକ୍କା ମାରିଥିଲେ । ଏହି ସୁନ୍ଦର ପାଳି ପରେ ସୋସିଆଲ ମିଡ଼ିଆରେ ଏବେ ଗୌତମ ଗମ୍ଭୀର ଲଗାତର ଭାବେ ଟ୍ରେଣ୍ଡ କରୁଛନ୍ତି ।






News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.