ପ୍ରମୁଖ ଖବର
  • କପି ଚେକିଂ ଆଳରେ ଅସଦାଚରଣ ଅଭିଯୋଗ, ଥାନାରେ ମାଟ୍ରିକ ପରୀକ୍ଷାର୍ଥୀ
  • ||
  • ଲୋକସେବା ଭବନ ଘେରିବ କଂଗ୍ରେସ, ବିଶାଳ ଶୋଭାଯାତ୍ରାରେ ସାମିଲ ହେବେ ହଜାର ହଜାର କଂଗ୍ରେସ କର୍ମୀ
  • ||
  • ଆଜି ଓଡ଼ିଶାର ୨୧ ଅମୃତ ଭାରତ ରେଳ ଷ୍ଟେସନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
  • ||
  • ଗର୍ଭବତୀଙ୍କ ପେଟକୁ ନର୍ସ ଖୁନ୍ଦା ମାରିଥିବା ଅଭିଯୋଗ, ଚାଲିଗଲା ମା ଓ ଛୁଆଙ୍କ ଜୀବନ
  • ||
  • ଓଡ଼ିଶା ଗଞ୍ଜେଇ ଚକୋଲେଟ୍‌ରେ ଝୁମୁଛି ହାଇଦ୍ରାବାଦ: ବାଲେଶ୍ୱରରେ ତିଆରି, ଦାଦନଙ୍କ ମାଧ୍ୟମରେ ହେଉଛି ଚାଲାଣ
  • ||
  • ଓସ୍ତପୁର ହଳଦିଢ଼ିଅ ନିକଟ ଗଛକୁ ପିଟିଲା ବୋଲେରୋ: ୩ ମୃତ, ୪ ଗୁରୁତର
  • ||
  • ଆଜି ୫-ଟି ଅଧ୍ୟକ୍ଷଙ୍କ ଅନୁଗୁଳ ଗସ୍ତ, ଛାତ୍ରବୃତ୍ତି ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ରାଜ୍ୟରେ ଆହୁରି ତିନି ଦିନ ବର୍ଷା: ଉପକୂଳରେ ଅଧିକ ବର୍ଷିବା ସମ୍ଭାବନା, ୨୮ ଯାଏ କୋହଲା ପାଗ
  • ||

ଲିଜେଣ୍ଡ୍ସ ଲିଗରେ ଗୌତମ ଗମ୍ଭୀରଙ୍କ ଦମଦାର୍ ବ୍ୟାଟିଂ, ଛକ୍କା –ଚୌକା ବର୍ଷା...

ନୂଆଦିଲ୍ଲୀ,୬/୧୨  : ଲିଜେଣ୍ଡ୍ସ ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବୁଧବାର ଏଲିମିନେଟର ଖେଳାଯାଉଛି । ଏହି ମ୍ୟାଚରେ ଗୁଜୁରାଟ ଜାଏଣ୍ଟ୍ସ ଏବଂ ଇଣ୍ଡିଆ କ୍ୟାପିଟାଲ୍ସ ଟିମ୍‌ ମୁହାଁମୁହିଁ ହୋଇଛନ୍ତି । ଗୁଜୁରାଟ ଜାଏଣ୍ଟ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଇଣ୍ଡିଆ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ଭଲ ପ୍ରଦର୍ଶନ କରିଥିଲା । ଇଣ୍ଡିଆ କ୍ୟାପିଟାଲ୍ସ ଓପନର ଗୌତମ ଗମ୍ଭୀର ଏବଂ କିର୍କ ଏଡଓ୍ବର୍ଡ୍ସ ପ୍ରଥମ ଓ୍ବିକେଟ ଲାଗି ୬.୩ ଓଭରରେ ୬୫ରନ୍ କରିଥିଲେ ।

ବିଶେଷ କରି ଗୌତମ ଗମ୍ଭୀର ଆକ୍ରମଣାତ୍ମକ ଭାବେ ବ୍ୟାଟିଂ କରୁଥିବା ନଜର ଆସିଥିଲେ । ଗୌତମ ଗମ୍ଭୀର ପ୍ରାୟ ୩୦ବଲରେ ୫୧ରନର ପାଳି ଖେଳିଥିଲେ । ସେ ନିଜ ପାଳିରେ ୭ଚୌକା ଏବଂ ୧ଛକ୍କା ମାରିଥିଲେ । ଏହି ସୁନ୍ଦର ପାଳି ପରେ ସୋସିଆଲ ମିଡ଼ିଆରେ ଏବେ ଗୌତମ ଗମ୍ଭୀର ଲଗାତର ଭାବେ ଟ୍ରେଣ୍ଡ କରୁଛନ୍ତି ।






News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.