ବାରଙ୍ଗ, ୦୩/୦୬ : ପ୍ରାଣୀଉଦ୍ୟାନ ନନ୍ଦନକାନନରେ ଦୁର୍ବୃତ୍ତଙ୍କ ଦୌରତ୍ମ୍ୟ। ବାଇକ୍ ଧରି ନନ୍ଦନକାନନରେ ପଶିଗଲେ। ବାଘ ଖୁଆଡ ପାଖରେ ଜୋର ଜବରଦସ୍ତି ଗାଡ଼ି ରଖିଲେ। ସୁରକ୍ଷାକର୍ମୀଙ୍କ ସହ ପାଟିତୁଣ୍ଡ ଓ ଝଗଡ଼ା ବି କଲେ। ଏହାକୁ ବିରୋଧ କରିବାରୁ ସୁରକ୍ଷାକର୍ମୀଙ୍କୁ ଜୀବନରୁ ମାରିଦେବା ଧମକ ଦେଲେ। ଶେଷରେ ଯୁବକଙ୍କୁ ଅଟକ ରଖିଛି ନନ୍ଦନକାନନ ଥାନା ପୁଲିସ୍।
କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ...