ପ୍ରମୂଖ ଖବର
  • ଭୁବନେଶ୍ଵର : ପ୍ରକାଶ ପାଇଲା OSSTET ପରୀକ୍ଷା ଫଳ, ୱେବସାଇଟରୁ ମିଳିବ ଡିଜିଟାଲ ସାର୍ଟିଫିକେଟ
  • ||
  • ଭୁବନେଶ୍ଵର : ବାଚସ୍ପତି ପ୍ରାର୍ଥୀ ହେଲେ ସୁରମା ପାଢୀ, ଭରିଲେ ନାମାଙ୍କନ ପତ୍ର
  • ||
  • ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ବିଳମ୍ବ, ବିବାଦ ଯୋଗୁଁ ଅଟକିଛି ନୀତିକାନ୍ତି
  • ||
  • ଭୁବନେଶ୍ଵର : ବୁଧବାର ରାଜ୍ୟରେ ଛେଚିବ ବର୍ଷା, ୨୦ ସୁଦ୍ଧା ଅଧା ଓଡ଼ିଶା ଛୁଇଁବ ମୌସୁମୀ
  • ||
  • ଡ୍ରେନ୍‌ରେ ପଡ଼ି ନାବାଳକଙ୍କ ମୃତ୍ୟୁ ଘଟଣା : ମୁକୁଳା ଡ୍ରେନ୍‌ର ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ, ୭ ଦିନ ଭିତରେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||

ଆଇପିଓ ପାଇଁ ପୁନଃ ଆବେଦନ କରିବ ଓୟୋ

ନୂଆଦିଲ୍ଲୀ,୨୦/୦୫: ହସ୍ପିଟାଲିଟି ଚେନ୍‌ ଓୟୋ ରୁମ୍‌ସ ଆଇପିଓ ଆଣିବା ଲାଗି ପୁଣିଥରେ ଆବେଦନ କରିବ । ଏଥିପାଇଁ ପୁଣି ଥରେ କମ୍ପାନି ଡ୍ରାଫ୍ଟ ପେପର ଦାଖଲ କରିବାକୁ ପ୍ରସ୍ତୁତି କରୁଛି । 

ଗଣମାଧ୍ୟମ ସୂଚନା ମୁତାବକ, ଓୟୋ ଡଲାର ବଣ୍ଡ୍‌ ବିକ୍ରି ଜରିଆରେ ୪୫ କୋଟି ଡଲାର ରିଫାଇନାନ୍ସ ପ୍ଲାନ ମଧ୍ୟ ଶୀଘ୍ର ଚୂଡ଼ାନ୍ତ  କରିବାକୁ ଯାଉଛି ।  ବାର୍ଷିକ ଅନୁମାନିକ  ୯%ରୁ ୧୦% ସୁଧହାର  ସହ ଜେପି ମୋର୍ଗାନ  ଡଲାର ବଣ୍ଡ୍‌ ଜରିଆରେ ରିଫାଇନାନ୍ସ ଲାଗି ପ୍ରମୁଖ ବ୍ୟାଙ୍କର  ହୋଇପାରେ । ପୂର୍ବରୁ ଦାଖଲ ହୋଇଥିବା ଡିଆର୍‌ଏଚ୍‌ପିକୁ  ଫେରାଇ ନେବାକୁ କମ୍ପାନି ସେବି ନିକଟରେ ଆବେଦନ  କରିଛି । କମ୍ପାନିର ବଣ୍ଡ୍‌ ଇସ୍ୟୁ ହେବା ପରେ ସେବି ନିକଟରେ  ଡିଆର୍‌ଏଚ୍‌ପି ଦାଖଲ କରିବାକୁ କମ୍ପାନି ଯୋଜନା ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.