ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ପ୍ୟାରିସ ଅଲିମ୍ପିକ୍ସ ଆଉ ୧୯ ଦିନ..ପ୍ରଥମ ଥର ନଦୀରେ ଆୟୋଜିତ ହେବ ଉଦ୍‌ଘାଟନୀ ଉତ୍ସବ, ଡଙ୍ଗା ପରେଡ୍‌ରେ ସାମିଲ ହେବେ

ପ୍ୟାରିସ,୦୬/୦୭: ଜୁଲାଇ  ୨୬ ତାରିଖରୁ ଆରମ୍ଭ ହେବାକୁ  ଯାଉଛି ପ୍ୟାରିସ ଅଲିମ୍ପିକ୍ସ । ମଝିରେ ଆଉ ୩ ସପ୍ତାହରୁ  କମ୍‌ ସମୟ ରହିଲା । ଉଦ୍‌ଘାଟନୀ ଉତ୍ସବକୁ ନେଇ ଆୟୋଜକ ସମସ୍ତ  ପ୍ରସ୍ତୁତି ଏକ ପ୍ରକାର ଶେଷ  କରି ସାରିଲେଣି । ସ୍ଥାନୀୟ ସମୟ  ୭.୩୦ ମିନିଟରୁ ଉତ୍ସବ ଆରମ୍ଭ ହେବ ।  ପ୍ରଥମ ଥର ଅଲିମ୍ପିକ୍ସ ଇତିହାସରେ ନଦୀରେ ଆୟୋଜିତ ହେବ ଉଦ୍‌ଘାଟନୀ  ଉତ୍ସବ । ୧୦୦ରୁ ଊଦ୍ଧ୍ୱର୍ ଡଙ୍ଗା ପରେଡ୍‌ରେ ସାମିଲ ହେବେ । ଏହା ୬  କି.ମି ଯାତ୍ରା କରିବ ।  ଆଇଫିଲ ଟାୱାର ନିକଟରେ  ଉତ୍ସବ ଶେଷ ହେବ । ଏଥର କ୍ରୀଡ଼ାରେ ୧୦୫୦୦ କ୍ରୀଡ଼ାବିତ ସାମିଲ  ହେବେ । ୫ ଥର ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା  ବିଶ୍ୱର ଦ୍ରୁତତମ ଧାବକ ୟୁସେନ ବୋଲ୍ଟ  ଉଦ୍‌ଘାଟନୀରେ ମୁଖ୍ୟ ଆକର୍ଷଣ ସାଜିବେ । 

  • PrameyaOdia
  • prameya
  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.