ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୧୧ରେ ପ୍ରଧାନମନ୍ତ୍ରୀ ମୋଦୀ ଆସିବେ ବରଗଡ

Image source:

ଭୁବନେଶ୍ବର ,୨।୫ ଆସନ୍ତା ୧୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବରଗଡ ଆସିବେ। ବରଗଡରେ ଅନୁଷ୍ଠିତ ବିଜେପିର ନିର୍ବାଚନୀ ସଭାଯେ ଯୋଗ ଦେବେ।  ଏ ନେଇ ରାଜ୍ୟ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି।  ତେବେ ଏହା ପୂର୍ବରୁ ଆସନ୍ତା  ୬ ତାରିଖରେ ମଧ୍ୟ  ମୋଦି ଓଡିଶା ଆସିବେ। ୬ ତାରିଖରେ  ବ୍ରହ୍ମପୁର ଓ ନବରଙ୍ଗପୁର ଆସି ବିଜେପିର  ବିଜୟ ସମାବେଶରେ ଯୋଗ ଦେଇ ନିର୍ବାଚନ ପ୍ରଚାର କରିବେ।

ପଶ୍ଚିମ ଓଡ଼ିଶା ଉପରେ ବିଜେପି ବିଶେଷ ଫୋକସ ରଖିଛି। ସେଥିପାଇଁ ଏହା ପୂର୍ବରୁ  କେନ୍ଦ୍ର ଗୃହ ମନ୍ତ୍ରୀ  ଅମିତ ଶାହ ସୋନପୁର ଆସି ବିଜେପିର ବିଜୟ ସମାବେଶରେ ଯୋଗ ଦେଇ ନିର୍ବାଚନ ପ୍ରଚାର କରି ଯାଇଛନ୍ତି।  ଶାହଙ୍କ ପରେ ଏବେ ମୋଦୀ ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ  ନିର୍ବାଚନ ପ୍ରଚାର କରିବେ।  ସେହିପରି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ବ୍ରହ୍ମପୁରର ଆମ୍ବପୁଆଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି।  

ଆହୁରି ପଢନ୍ତୁ : ବିଜେପିର ୬ ବିଧାୟକ ପ୍ରାର୍ଥୀ ଘୋଷଣା : କଟକ-ବାରବାଟୀରୁ ଲଢିବେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.