ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜଗନ୍ନାଥପୁରରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ

ବାରିପଦା,୧୫।୫ ମୟୂରଭଞ୍ଜ ପିଠାବଟା ରେଞ୍ଜ  ଶାମାଖୁଣ୍ଟା ବ୍ଲକର ଜଗନ୍ନାଥପୁର ଠାରେ ବାଘ ଆତଙ୍କ। ଶିମିଳିପାଳ ଜଙ୍ଗଲରୁ ଚାଲି ଆସିଥିବା ଏକ କଲରା ପତରିଆ ବାଘ ବୋଲି ଅନୁମାନ କରୁଛି ବନ ବିଭାଗ। ଜଙ୍ଗଲିଆ ସ୍ଥାନରେ ଲୁଚିଥିବାର ସଂଦେହ। ଘଟଣା ସ୍ଥଳରେ ବନ କର୍ମଚାରୀଙ୍କ ସହିତ ଏସ ଟି ଆର୍  ଡେପୁଟି ଡାଇରେକ୍ଟର ସମ୍ରାଟ ଗୌଡା ପହଞ୍ଚି ବାଘ କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି କରିଛନ୍ତି। ବାଘଟିକୁ ଖୋଜି ନିଶ୍ଚେତକ ସାହାଯ୍ୟ ରେ ଧରିବାକୁ ଉଦ୍ୟମ କରୁଛି ବନ ବିଭାଗ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.