ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଆଜି ବିଶ୍ୱ କ୍ୟାନ୍‌ସର ଦିବସ, ଅନ୍ଧବିଶ୍ୱାସକୁ ଦୂର କରିବା ପାଇଁ ସଚେତନତା ସୃଷ୍ଟି କରିବା

Published By : Prameya | February 4, 2024 7:51 AM

ନୂଆଦିଲ୍ଲୀ ୦୪/୦୨: କର୍କଟ ରୋଗ ଏବଂ ଏହାକୁ ନେଇ ପ୍ରଚଳିତ ଅନ୍ଧବିଶ୍ୱାସ ଓ  ଭୁଲ ଧାରଣା ଉପରେ ସଚେତନତା ସୃଷ୍ଟି ଲାଗି ପ୍ରତି ବର୍ଷ ଫେବ୍ରୁଆରୀ ୪ ତାରିଖରେ ବିଶ୍ୱବାସୀ ପାଳନ କରନ୍ତି କର୍କଟ  ଦିବସ । ଅନ୍ତର୍ଜାତୀୟ କର୍କଟ ନିୟନ୍ତ୍ରଣ ସଂଘ ବିଶ୍ୱ କର୍କଟ  ଦିବସକୁ ‘ବିଶ୍ୱସ୍ତରୀୟ ଐକ୍ୟ ପ୍ରୟାସ’ ଭାବେ ଘୋଷଣା  କରିଛି । 

କର୍କଟ ଚିହ୍ନଟ, ପ୍ରାଥମିକ ସ୍ତରରୁ ଏହାର ଚିକିତ୍ସା,  କର୍କଟ ରୋଗୀଙ୍କ ଯତ୍ନ ଓ ଭାବନାତ୍ମକ ସମର୍ଥନ ଜରିଆରେ ସମଗ୍ର ବିଶ୍ୱବାସୀଙ୍କୁ ଏକତ୍ର ହୋଇ ଏହି ରୋଗ ସହ  ଲଢ଼ିବାକୁ ଅନୁରୋଧ କରିବା ଏହାର ଅର୍ଥ । ୨୦୦୦ ମସିହା,  ଫେବ୍ରୁଆରୀ ୪ ତାରିଖରେ ଫ୍ରାନ୍ସର ପ୍ୟାରିସଠାରେ ବିଶ୍ୱ  କର୍କଟ ସମ୍ମିଳନୀରେ ଏହି ଦିବସ ପ୍ରତିଷ୍ଠା ହୋଇଥିଲା ।  

ସେହିଦିନଠୁ ପ୍ରତି ବର୍ଷ ଭିନ୍ନ ଭିନ୍ନ ବିଷୟ ସହିତ ଏହି  ଦିବସ ପାଳନ କରାଯାଉଛି । ୨୦୨୨ରୁ ୨୦୨୪ ପର୍ଯ୍ୟନ୍ତ ଏହି  ଦିବସର ବିଷୟ ରହିଛି ‘ଯତ୍ନର ବ୍ୟବଧାନ ବନ୍ଦ କର’ । କର୍କଟ ଏବେ ସମଗ୍ର ବିଶ୍ୱରେ ମୃତ୍ୟୁର ୨ୟ ସବୁଠୁ ମୁଖ୍ୟ କାରଣ  ହୋଇଛି । କର୍କଟ ରୋଗ ଏବଂ ଏ ସମ୍ପର୍କିତ ଅସୁସ୍ଥତା ଓ ମୃତ୍ୟୁ  ହାରକୁ ହ୍ରାସ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.