ପ୍ରମୁଖ ଖବର
  • ଚଣ୍ଡିଗଡ଼ ମେୟର ନିର୍ବାଚନ: ଆପ୍‌ ପ୍ରାର୍ଥୀ ବିଜୟୀ , ଫଳାଫଳ ଘୋଷଣା କଲେ ସୁପ୍ରିମକୋର୍ଟ
  • ||
  • ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ଇଣ୍ଡିଆନ୍ ସ୍କ୍ବାର୍ଡକୁ ଫେରିବେ କେ.ଏଲ୍‌ ରାହୁଲ
  • ||
  • କଣ୍ଟାବାଞ୍ଜି ବିଧାୟକଙ୍କୁ ହତ୍ୟା ଧମକ ଘଟଣା, ନଗର କଂଗ୍ରେସ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ମଙ୍ଗଳବାର ଦିନିକିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଲୋକାର୍ପଣ ହେବ ସ୍କିଲ୍‌ ଇଣ୍ଡିଆ ସେଣ୍ଟର
  • ||
  • ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଝୁଲିପଡିଲେ ଛାତ୍ର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୪-୨୫ ପର୍ବପର୍ବାଣୀ ତାଲିକା ପ୍ରକାଶ: ଜୁନ୍‌ ୨୨ରେ ସ୍ନାନ ଯାତ୍ରା, ଜୁଲାଇ ୭ରେ ଶ୍ରୀଗୁଣ୍ଡିଚା
  • ||
  • ରାଜ୍ୟର ୯୬ ଲକ୍ଷ ପରିବାରକୁ ମିଳିବ ହଜାରେ ଲେଖାଏଁ, ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ବୁର୍ଜା ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଚାଲିଗଲା ଦୁଇ ଜୀବନ, ୨ ଆହତ
  • ||
  • ମଙ୍ଗଳବାର ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଗଙ୍ଗାଧର ସେଚ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ମାଘରେ ବଢ଼ୁଛି ତାତି: ଟିଟଲାଗଡ଼ ପାଲଟିଲାଣି ତତଲା ସହର, ୩୬ ଡିଗ୍ରୀ ପାର୍ ତାପମାତ୍ରା, ୨୪ରୁ ଘଡଘଡି ସହ ବର୍ଷା ସମ୍ଭାବନା
  • ||
  • ମଙ୍ଗଳବାରଠୁ ମାଟ୍ରିକ ପରୀକ୍ଷା: ୫ଲକ୍ଷ ୫୧ ହଜାର ୬୨୧ଛାତ୍ରଛାତ୍ରୀ ଦେବେ ପରୀକ୍ଷା, କପି ଜଗିବ AI କ୍ୟାମେରା
  • ||

ଆଜି ବିଶ୍ୱ କ୍ୟାନ୍‌ସର ଦିବସ, ଅନ୍ଧବିଶ୍ୱାସକୁ ଦୂର କରିବା ପାଇଁ ସଚେତନତା ସୃଷ୍ଟି କରିବା

ନୂଆଦିଲ୍ଲୀ ୦୪/୦୨: କର୍କଟ ରୋଗ ଏବଂ ଏହାକୁ ନେଇ ପ୍ରଚଳିତ ଅନ୍ଧବିଶ୍ୱାସ ଓ  ଭୁଲ ଧାରଣା ଉପରେ ସଚେତନତା ସୃଷ୍ଟି ଲାଗି ପ୍ରତି ବର୍ଷ ଫେବ୍ରୁଆରୀ ୪ ତାରିଖରେ ବିଶ୍ୱବାସୀ ପାଳନ କରନ୍ତି କର୍କଟ  ଦିବସ । ଅନ୍ତର୍ଜାତୀୟ କର୍କଟ ନିୟନ୍ତ୍ରଣ ସଂଘ ବିଶ୍ୱ କର୍କଟ  ଦିବସକୁ ‘ବିଶ୍ୱସ୍ତରୀୟ ଐକ୍ୟ ପ୍ରୟାସ’ ଭାବେ ଘୋଷଣା  କରିଛି । 

କର୍କଟ ଚିହ୍ନଟ, ପ୍ରାଥମିକ ସ୍ତରରୁ ଏହାର ଚିକିତ୍ସା,  କର୍କଟ ରୋଗୀଙ୍କ ଯତ୍ନ ଓ ଭାବନାତ୍ମକ ସମର୍ଥନ ଜରିଆରେ ସମଗ୍ର ବିଶ୍ୱବାସୀଙ୍କୁ ଏକତ୍ର ହୋଇ ଏହି ରୋଗ ସହ  ଲଢ଼ିବାକୁ ଅନୁରୋଧ କରିବା ଏହାର ଅର୍ଥ । ୨୦୦୦ ମସିହା,  ଫେବ୍ରୁଆରୀ ୪ ତାରିଖରେ ଫ୍ରାନ୍ସର ପ୍ୟାରିସଠାରେ ବିଶ୍ୱ  କର୍କଟ ସମ୍ମିଳନୀରେ ଏହି ଦିବସ ପ୍ରତିଷ୍ଠା ହୋଇଥିଲା ।  

ସେହିଦିନଠୁ ପ୍ରତି ବର୍ଷ ଭିନ୍ନ ଭିନ୍ନ ବିଷୟ ସହିତ ଏହି  ଦିବସ ପାଳନ କରାଯାଉଛି । ୨୦୨୨ରୁ ୨୦୨୪ ପର୍ଯ୍ୟନ୍ତ ଏହି  ଦିବସର ବିଷୟ ରହିଛି ‘ଯତ୍ନର ବ୍ୟବଧାନ ବନ୍ଦ କର’ । କର୍କଟ ଏବେ ସମଗ୍ର ବିଶ୍ୱରେ ମୃତ୍ୟୁର ୨ୟ ସବୁଠୁ ମୁଖ୍ୟ କାରଣ  ହୋଇଛି । କର୍କଟ ରୋଗ ଏବଂ ଏ ସମ୍ପର୍କିତ ଅସୁସ୍ଥତା ଓ ମୃତ୍ୟୁ  ହାରକୁ ହ୍ରାସ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.