ପ୍ରମୁଖ ଖବର
  • ଖଣ୍ଡପଡ଼ା: ପୋଖରୀରେ ବୁଡ଼ି ପଞ୍ଚମ ଶ୍ରେଣୀର ଛାତ୍ରଙ୍କ ମୃତ
  • ||
  • ଯଜ୍ଞର ପ୍ରସାଦ ଖାଇ ୫୦ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତି, ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି
  • ||
  • ଶନିବାରଠୁ ପିଜି ନାମଲେଖା ଆବେଦନ, ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ: ଜୁନ୍‌ ୨୨ରେ ଆଡମିଟ୍‌ କାର୍ଡ, ଜୁଲାଇ ୩ରୁ ୧୪ ପ୍ରବେଶିକା ପରୀକ୍ଷା
  • ||
  • ବାଲିପାଟଣା-ନିମାପଡ଼ା ରାସ୍ତାରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର
  • ||
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ମାଳଦ୍ବୀପରେ ସଂସଦୀୟ ନିର୍ବାଚନରେ ମୁଇଜୁଙ୍କ ଦଳର ବିଜୟ, ଖୁସି ବ୍ୟକ୍ତି କରି ଭାରତ ବିରୋଧରେ ପୁଣି ବିଷ ଓଗାଳିଲା ଡ୍ରାଗନ୍

ନୂଆଦିଲ୍ଲୀ,୨୪।୪: ମାଳଦ୍ବୀପର ସଂସଦୀୟ ନିର୍ବାଚନରେ ମହମ୍ମଦ ମୋଇଜୁଙ୍କ ଦଳର ବିଜୟ ପରେ ଖୁସିରେ ଚୀନ୍ ହୋଇଛି ଗଦଗଦ୍। ଚୀନ୍ ମୁଖପତ୍ର କୁହାଯାଉଥିବା ଗ୍ଲୋବାଲ ଟାଇମ୍ସ ମୁଇଜୁଙ୍କୁ ପ୍ରଶଂସା କରିଥିବା ବେଳେ ଭାରତ ବିରୋଧରେ ବିଷ ଓଗାଳିଛି। ଗ୍ଲୋବାଲ ଟାଇମ୍ସ ଲେଖିଛି, ମାଳଦ୍ବୀପର କାହାର ପକ୍ଷ ନେଉନି ସେ ସ୍ବତନ୍ତ୍ର, ଏକଥା ଭାରତ ବୁଝିବା ଦରକାର। 

ଉଲ୍ଲେଖନୀୟ ଯେ, ଏହି କଥା କାହାକୁ ଅଛପା ନାହିଁ ନାହିଁ ଯେ, ମାଳଦ୍ବୀପର ମୁଇଜୁ ସରକାର ଚୀନ୍ ସହିତ କେତେ ଘନିଷ୍ଠ। ଯେତେବେଳେ ମୁଇଜୁ ସରକାର ଆସିଥିଲେ ସେ ଲଗାତାର ଚୀନ୍‌ର ସମର୍ଥନ କରିବାରେ ଲାଗିଲେ। ଚୀନ୍ ପ୍ରତି ଘନିଷ୍ଠତା ଦେଖାଇ ମୁଇଜ୍ଜୁ ସରକାର ଲଗାତାର ଭାରତ ବିରୋଧରେ ବିଷ ଓଗାଳିବାରେ ଲାଗିଲେ। ଏହି କାରଣରୁ  ନିଜ  ଦେଶରେ ତାଙ୍କର ଖୁବ୍ ସମାଲୋଚନା ମଧ୍ୟ କରାଯାଇଥିଲା।ଏବେ ଚୀନ୍ ଖବର କାଗଜ ପୁଣିଥରେ ମୁଇଜ୍ଜୁଙ୍କ ବିଜୟକୁ ନେଇ ଖୁସି ପ୍ରକାଶ କରିଛି। ଏଥିରୁ ଚୀନ୍‌ର ଉଦେଶ୍ୟ ମଧ୍ୟ ସ୍ପଷ୍ଟ ହୋଇଛି। 

ଗ୍ଲୋବାଲ ଟାଇମ୍ସ ଲେଖିଛି, ମାଳଦ୍ବୀପର ରାଷ୍ଟ୍ରପତି ମୁଇଜୁଙ୍କ ନେତୃତ୍ବାଧୀନ ପିପୁଲ୍ସ ନ୍ୟାସନାଲ କଂଗ୍ରେସ ପାର୍ଟି ସଂସଦୀୟ ନିର୍ବାଚନରେ ୯୩ ରୁ ୭୧ ଆସନ ହାସଲ କରିବା ବଡ଼ ଧରଣର ବିଜୟ।ତେବେ ଏହି ପରିଣାମ ଭାରତକୁ ଏହି କଥାର ଚିନ୍ତା ହେଉଛି ମାଳଦ୍ବୀପ ତାଙ୍କଠାରୁ ଦୂରକୁ ଚାଲିଗଲା। ଚୀନ୍ ବିଶ୍ଲେଷକଙ୍କ କହିବା ଅନୁସାରେ, ମାଳଦ୍ବୀପର ସଂସଦୀୟ ନିର୍ବାଚନର ଫଳାଫଳ ଲୋକଙ୍କ ଇଛାକୁ ଦର୍ଶାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.