ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୋଲରୁ ୨୫ଫୁଟ୍ ତଳକୁ ଖସିଲା ବାଲି ବୋଝେଇ ଟିପ୍ପର, ଚାପି ହୋଇ ରହିଛି ୧୪ବର୍ଷର ବାଳକ

ଢେଙ୍କାନାଳ, ୩୦।୪: ପୋଲରୁ ୨୫ ଫୁଟ୍ ତଳକୁ ଏକ ବାଲି ବୋଝେଇ ଟିପ୍ପର ଓଲଟି ପଡ଼ିଥିବା ସୂଚନା । ଟିପ୍ପର ତଳେ ଚାପି ଜଣେ ୧୪ ବର୍ଷର ବାଳକ ଚାପି ହୋଇ ରହିଥିବା ସୂଚନା ମିଳିଛି । ଗଁନ୍ଦିଆ ସନ୍ଥପୁର ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ସନ୍ଥପୁର-ବିଜୁରିଆ ରାସ୍ତାର ଡ଼ଉଁରୀ ନାଳ ପୋଲ ତଳକୁ ଟିପ୍ପରଟି ଖସି ପଡ଼ିଛି । ଚାପି ହୋଇରହିଥିବା ବାଳକ ସଣ୍ଠପୁରର ଶୁଭ ବେହେରା ବୋଲି ସୂଚନା । ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିବା ବେଳେ ଗଁନ୍ଦିଆ ଅଗ୍ନିଶ୍ରମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି ରହିଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.