ଆସ୍କା,୨୦।୫ : କବିସୂର୍ଯ୍ୟନଗର ଥାନା ଗୁଣ୍ଠପଡା ଗ୍ରାମରେ ନିର୍ବାଚନ ପରବର୍ତ୍ତି ହିଂସା ଦେଖିବାକୁ ମିଳିଛି । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ୨ ଜଣ ଆହତ ହୋଇଛନ୍ତି। ଆହତ ଦୁଇ ବ୍ୟକ୍ତି ହେଲେ କାହ୍ନୁ ସାହୁ ଓ ବାବୁଲା ସ୍ୱାଇଁ। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ପୋଲିସ ପରିସ୍ଥିତି ଉପରେ ନଜର ରଖିଛି।
![Arvind Kejriwal](https://odia.prameya.com/prameya/document/compress/2/comp_2_153_1721980126281.webp)
ଜେଲ୍ରେ ବିଗୁଡ଼ୁଛି ଅରବିନ୍ଦ କେଜ୍ରିଓ୍ବାଲଙ୍କ ସ୍ବାସ...