ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

ଔପଦାରେ ଟ୍ରିପଲ ମର୍ଡର ଘଟଣା : ପୁଣି ୨ ଗିରଫ, ପୁରୁଷ ଶୂନ୍ୟ ହେଲାଣି ଗାଁ

ନୀଳଗିରି,୮।୭ :ଅନ୍ଧ ବିଶ୍ୱାସ ଗଳିରେ ନୀଳଗିରି ଉପଖଣ୍ଡ ଔପଦା ଆଦିବାସୀ ଅଞ୍ଚଳ‌େ‌ଗୁଣି ଗାରେଡି ସନ୍ଦେହ ପାଇଁ ୩ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା।ପୂର୍ବରୁ  ଅଭିଯୋଗରେ ୬ଜଣ ଗିରଫ ଜେଲ ଯାଇଥିଲେ।ପୁଣି ଆଉ ୨ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହି ଟ୍ରିପଲ ମର୍ଡର ଘଟଣାରେ ଶବ ବୋହି  ଜଙ୍ଗଲରେ  ଫିଙ୍ଗିବାରେ ସହଯୋଗ କରିଥିବା ସଞ୍ଜୟ ସିଂ(୩୭) ଓ ବନମାଳୀ ସିଂ(୨୪)ଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି ।

ବାଲେଶ୍ଵର ଜିଲ୍ଲା ଔପଦା ଥାନା ବଡ଼ପୋଖରୀ ରାଜସ୍ୱ ଗ୍ରାମର ବରପଦା ଆଦିବାସୀ ବସ୍ତି ଏବେ ପୁରୁଷ ଶୂନ୍ୟ ପାଲଟିଛି । ପୂର୍ବରୁ ୬ ଜଣ ଅଭିଯୁକ୍ତ କୋର୍ଟ ଚାଲାଣ କରାଯାଇଥିଲା।  ଗତକାଲି ଜଣେ ନାବାଳକଙ୍କୁ ଜୁଭେନାଇଲ କୋର୍ଟ ଚାଲାଣ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ଟ୍ରପିଲ ଘଟଣାରେ ମୋଟ୍ ୯ ଜଣ ପୁଲିସ ହାତରେ ଧରାପଡିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.