ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗ୍ରାହକ ସାଜି ଲୁଟିଲେ ୧୭ ମଙ୍ଗଳସୂତ୍ର, ସିସିଟିଭିରେ କଏଦ ଲୁଟ୍‌ ବେଳର ଦୃଶ୍ୟ

ତୁରୁମୁଙ୍ଗା,୬।୦୨: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ବଜାର ସ୍ଥିତ ସାହୁ ମାର୍କେଟ କମ୍ପେ୍ଲକ୍ସରେ ଥିବା ମୋ ମା’ ନାମକ ଅଳଙ୍କାର ଦୋକାନରୁ ମଙ୍ଗଳବାର ସନ୍ଧ୍ୟାରେ ଅଭିନବ ଉପାୟରେ ଲୁଟ୍‌ ହୋଇଛି । ଗ୍ରାହକ ହୋଇ ଆସିଥିବା ଦୁଇ ଦୁର୍ବୃତ୍ତ ବିଭିନ୍ନ ଗହଣା ଦେଖିବା ଆଳରେ ଦୋକାନ ଡ୍ରୟାରରେ ଥିବା ଥିବା ଅଳଙ୍କାର ବାକ୍ସ ଧରି ଆଖି ପିଛୁଳାକେ ଫେରାର ହୋଇଛନ୍ତି । ଦୋକାନ ମାଲିକ ମୁରୁସୁଆଁ ଗ୍ରାମର ସ୍ୱର୍ଗତଃ ରବିନ୍ଦ୍ର ନାଥ ସାହୁଙ୍କ ପୁଅ ତୃପ୍ତିରଞ୍ଜନ ସାହୁ ଏନେଇ ତୁରୁମୁଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । 

ଅଭିଯୋଗ ଅନୁସାରେ, ମଙ୍ଗଳବାର ସନ୍ଧ୍ୟା ୫ଟାରେ ଦୁଇ ଜଣ ବ୍ୟକ୍ତି ଆସି ସୁନା ଅଳଙ୍କାର ଯୋଜନା ହେଉଛି ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା । ଏହି ଯୋଜନାରେ ୫୦,୦୦୦ କଳାକାରଙ୍କୁ ମାସିକ ୧୨୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉଛି । ବର୍ତ୍ତମାନ ଏହି ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ୫୦ ହଜାରରୁ ୮୦ ହଜାରକୁ ବୃଦ୍ଧି କରା ଯାଇଛି । ଏହାଦ୍ୱାରା ରାଜ୍ୟର ଆଉ ୩୦ ହଜାର କଳାକାର ଉପକୃତ ହେବେ । ଆମର ଲୋକକଳା ଆମ ଜାତିର ଅସ୍ମିତା । ଆମ କଳାକାରମାନେ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାରକ ତଥା ବାର୍ତ୍ତାବହ ଅଟନ୍ତି । ଏହି ଯୋଜନାରେ ଅଧିକ କଳାକାରଙ୍କୁ ସାମିଲ କରାଯିବା ଯୋଗୁଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବହୁ କଳାକାରମାନେ ଉତ୍ସାହିତ ଓ ଉପକୃତ ହେବେ । ଏହାଦ୍ୱାରା ଆମ କଳାର ସଂରକ୍ଷଣ, ବିକାଶ, ପ୍ରଚାର ଓ ପ୍ରସାର ହେବ । ଏହା ଆମ ଓଡ଼ିଶାର କଳା ଓ ସଂସ୍କୃତିକୁ ଅଧିକ ଋଦ୍ଧିମନ୍ତ କରିବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.