ଭୁବନେଶ୍ଵର, ୧୧/୦୯ : ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଡେଙ୍ଗୁ ପୀଡ଼ିତ। କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି। ଏବେ ତାଙ୍କର ଚିକିତ୍ସା ଚାଲିଛି । ହସ୍ପିଟାଲରେ ସେ ଦିନେ ଦୁଇ ଦିନ ରହିବେ । ଧିରେଧିରେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି ବୋଲି ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡ଼ାକ୍ତର ଏଲଡି ସାହୁ ।ହସ୍ପିଟାଲ ଯାଇ ମୁଖ୍ୟ ଶାସନ ସଚିବଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି ବିଡ଼ିଏ ଭାଇସ ଚେୟାରମ୍ୟାନ ବଲବନ୍ତ୍ ସିଂ ଓ ଖୋର୍ଦ୍ଧା ଜିଲ୍ଲାପାଳ।

ସହମତିରେ ଶାରିରୀକ ସମ୍ପର୍କ ରଖିବାର ବୟସ ସୀମାରେ କୌଣସ...