ପ୍ରମୂଖ ଖବର
  • ଚିଲିକାରେ ପୁଣି ଫସିଲା ଡଙ୍ଗା, ୧୦ ବାଇକ୍ ସହ ୨୦ରୁ ଅଧିକ ଯାତ୍ରୀ ଥିବା ସୂଚନା
  • ||
  • ରାମମନ୍ଦିରକୁ ବୋମାରେ ଉଡ଼ାଇଦେବାକୁ ଜୈସ୍‌-ଇ-ମହମ୍ମଦ ଧମକ, ଅଯୋଧ୍ୟାରେ ହାଇଆଲର୍ଟ
  • ||
  • କୁଏତରୁ ଓଡ଼ିଶା ଫେରିଲା ୨ଯୁବକଙ୍କ ମୃତଦେହ, ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ଖୋର୍ଦ୍ଧା: ଭାରସାମ୍ୟ ହରାଇ ଓଲଟିଲା ବସ୍, ୪ ଆହତ
  • ||
  • ନିଧି ଫାଇନାନ୍ସ ଠକେଇ ମାମଲା: ତୁଷାର ଭଞ୍ଜଙ୍କ ସରିଲା ରିମାଣ୍ଡ, ଇଓଡବ୍ଲ୍ୟୁ ନିରାଶ
  • ||
  • ରଜ ସଂକ୍ରାନ୍ତିରେ ଘରେ ଘରେ ମଉଜ: ପିଠା ପଣାରେ ମହକୁଛି ଗାଁଠୁ ସହର, ସବୁଠି ଉତ୍ସବ ମୁଖର
  • ||
  • ଓଡ଼ିଶାରେ ଆଗେଇବ ମୌସୁମୀ: ୧୭ରୁ ପ୍ରବଳ ବର୍ଷା ଆଶଙ୍କା, ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ରାଜ୍ୟଗୁଡ଼ିକୁ ୧,୩୯,୭୫୦ କୋଟିର ଟିକସ ଭାଗ ଦେଲା କେନ୍ଦ୍ର, ଓଡ଼ିଶାକୁ ମିଳିଲା ୬୩୨୭ କୋଟି

ନୂଆଦିଲ୍ଲୀ,୧୧/୦୬: ଚଳିତ ମାସ ପାଇଁ ରାଜ୍ୟଗୁଡ଼ିକୁ ୧,୩୯,୭୫୦  କୋଟିର ଟିକସ ଭାଗ ଜାରି କରିଛି କେନ୍ଦ୍ର । ଏଥିସହିତ ରାଜ୍ୟଗୁଡ଼ିକ ସେମାନଙ୍କ  ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ପୁଞ୍ଜି ବ୍ୟୟକୁ ବଢ଼ାଇପାରିବେ । ତେବେ ଏଥିମଧ୍ୟରୁ ଓଡ଼ିଶାକୁ ୬୩୨୭.୯୨  କୋଟି ଟଙ୍କା ମିଳିଥିବା ଜଣାପଡ଼ିଛି ।  

ଅନ୍ତରୀଣ ବଜେଟ ୨୦୨୪- ୨୫ରେ ରାଜ୍ୟଗୁଡ଼ିକୁ ଟିକସ ଭାଗ  ବାବଦ ୧୨,୧୯,୭୮୩ କୋଟି  ଟଙ୍କା ପ୍ରଦାନ କରିବା ପାଇଁ ସ୍ଥିର ହୋଇଛି ।  ବର୍ତ୍ତମାନ ଜାରି ହୋଇଥିବା  ଅର୍ଥ ରାଶି ସହିତ ଚଳିତ  ଆର୍ଥିକବର୍ଷର ଜୁନ୍‌ ୧୦ ସୁଦ୍ଧା  ରାଜ୍ୟଗୁଡ଼ିକ ମୋଟ ୨,୭୯,୫୦୦ କୋଟି ଟଙ୍କା ପାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.