ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବଣାଇ ବିଜେପି ସଭାପତି ଅନୀଲ ବାର୍ଲାଙ୍କ ହୃଦଘାତରେ ପରଲୋକ, କାନ୍ଧ ଦେଲେ ଜୁଏଲ ଓରାମ

ବଣାଇ, ୧୯/୦୪ : ସୁନ୍ଦରଗଡ ଜିଲ୍ଲା ବଣାଇ ନିର୍ବାଚନ ମଣ୍ଡଳୀର ବିଜେପି ସଭାପତି ଅନୀଲ ବାର୍ଲାଙ୍କ ହୃଦଘାତରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା । ଅନୀଲ ବିଜେପିର ଜଣେ ସକ୍ରିୟ କର୍ମୀ ଥିଲେ। ପରଲୋକ ଖବର ଶୁଣି ସୁନ୍ଦରଗଡ ବିଜେପି ସାଂସଦ ପାର୍ଥୀ ଜୁଏଲ ଓରାମ ଶେଷ ଦର୍ଶନ ପାଇଁ ପହଁଚିଥିଲେ। କର୍ମୀଙ୍କ ମର ଶରୀରକୁ ନିଜେ ଜୁଏଲ ଓରାମ କାନ୍ଧ ଦେବା ସହ ପ୍ରାର୍ଥନା ପାଇଁ ଚର୍ଚ୍ଚରେ ପହଁଚି ଥିଲେ । 

ସୂଚନାନୁଯାୟୀ, ପ୍ରାର୍ଥନା ପରେ ଅନୀଲଙ୍କ ମରଶରୀରକୁ ଗାଁ କବରକୁ ନିଆ ଯାଇଥିଲା। ସେଠାରେ ଖ୍ରୀଷ୍ଟ ଧର୍ମ ରୀତିନୀତି ଅନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଶେଷ ପର୍ଯ୍ୟନ୍ତ ଜୁଏଲ ରହି ସମସ୍ତ କାର୍ଯ୍ୟକୁ ସମ୍ପନ୍ନ କରିଥିଲେ। ଶତାଧିକ ବିଜେପି କର୍ମୀ ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ। ପରେ ଗାଁର ଏକ ନାଳରେ ଜୁଏଲ ଗାଧୋଇବା ପରେ ଅନ୍ୟତ୍ର ଯାଇଥିଲେ। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.