ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ଖାଉଟି ବ୍ୟାପର ମନ୍ତ୍ରଣାଳୟର ଗାଇଡଲାଇନ୍, ଅନାବଶ୍ୟକ ମେସେଜରୁ ଗ୍ରାହକଙ୍କୁ ମିଳିବ ମୁକ୍ତି

ନୂଆଦିଲ୍ଲୀ ୨୨/୦୬: ମେସେଜରୁ ଶୀଘ୍ର ଗ୍ରାହକଙ୍କୁ ମିଳିବ ମୁକ୍ତି । ଖାଉଟି ବ୍ୟାପାର ମନ୍ତ୍ରଣାଳୟ ଏ ନେଇ ଜାରି କରିଛି ଗାଇଡଲାଇନ । ଏହି ପ୍ରସଙ୍ଗ ଉପରେ ସରକାର ଏବେ ଲୋକଙ୍କ ମତାମତ ଲୋଡିଛନ୍ତି । ୟୁଜର୍ସ ୨୧ ଜୁଲାଇ ଯାଏ ଏହା  ଉପରେ ନିଜର ମତାମତ ଦେଇ ପାରିବେ ।  ଏହି ସମସ୍ୟାରୁ ଲୋକଙ୍କୁ ଆଶ୍ୱସ୍ତି ଦେବା ଲାଗି କେନ୍ଦ୍ର ସରକାର ଦୀର୍ଘ  ସମୟ ହେବ ଯୋଜନା କରୁଛନ୍ତି । ପଞ୍ଜୀକୃତ ହୋଇନ ଥିବା ନମ୍ବରରୁ କଲ୍‌  ଆସିଲେ ଆଗକୁ ଜରିମାନା ଲଗାଇବା  ପାଇଁ ସରକାର ଯୋଜନା କରୁଛନ୍ତି । ସାଧାରଣ ନିର୍ବାଚନ ପକ୍ଷରୁ ବିଜନେସ କମ୍ୟୁନିକେସନ ଲାଗି ସରକାର ଏକ  କମିଟି ଗଠନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.