ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ଆଜି ଓୟୁଟିଆର୍‌ରେ ପ୍ରଥମ ସମାବର୍ତ୍ତନ ଉତ୍ସବ, ସଭାପତିତ୍ୱ କରିବେ ରାଜ୍ୟପାଳ
  • ||
  • ମଙ୍ଗଳବାର ୟୁପି ରାଜ୍ୟସଭା ନିର୍ବାଚନ, ବିଜେପିକୁ ସମର୍ଥନ କରିବେ ରାଜା ଭୈୟା
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||
  • ୨୯ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଉପସ୍ଥାପିତ ହେବ ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସ ୯ ଓ୍ବିକେଟ୍ ବିଜୟୀ, ୟୁପି ୱାରିୟର୍ସର ଦ୍ୱିତୀୟ ପରାଜୟ
  • ||
  • ବୁଧବାରଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଆଜି କାର୍‌କେଡ୍‌ ରିହର୍ସାଲ କରିବ ଓଡ଼ିଶା ପୁଲିସ୍‌
  • ||
  • ଶନିବାର ବାରବାଟୀ ଷ୍ଟାଡିୟମ୍‌ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ୪୧ଟି କ୍ରିକେଟ୍‌ ଏକାଡେମୀ ହେବ ଲୋକାର୍ପଣ
  • ||
  • ଆସନ୍ତା ୩ ତାରିଖ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଆଇଏଲ୍‌ଏସ୍‌ ଗବେଷକଙ୍କ ବଡ଼ ଆବିଷ୍କାର, ରୋଗ ନିଦାନରେ ନୂଆ ମାର୍ଗ ଦେଖାଇବ

ଭୁବନେଶ୍ୱର,୦୯/୦୨: ଆରଏନ୍‌ଏକୁ ଅତି ନିକଟରୁ  ତର୍ଜମା ଦିଗରେ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍‌ଏସ୍‌)  ଭୁବନେଶ୍ୱର ଗବେଷକ ବଡ଼ ଆବିଷ୍କାର କରିଛନ୍ତି ।  ଆଇଏଲ୍‌ଏସ୍‌ ଗବେଷକ ଡ଼ ଅମରେଶ ପଣ୍ଡା ଏବଂ ତାଙ୍କ  ସହକର୍ମୀ ଆରଏନ୍‌ଏ ସିକେ୍‌ୱନ୍‌ସିଂ ପାଇଁ ଏକ ନୂଆ ଅତ୍ୟାଧୁନିକ କୌଶଳ ଆବିଷ୍କାର କରିଛନ୍ତି । ଏହି ଆବିଷ୍କାର  ଫଳରେ ବିଭିନ୍ନ ରୋଗ ନିଦାନ ଓ ଚିକିତ୍ସା ବହୁତ ତ୍ୱରାନ୍ୱିତ  ହୋଇପାରିବ । 

ଗବେଷକଙ୍କର ଏହି ସଫଳତା ସମ୍ପର୍କରେ  ସମ୍ମାନଜନକ ପତ୍ରିକା "ନ୍ୟୁକ୍ଲିଇକ୍‌ ଏସିଡ୍‌ସ୍‌ ରିସର୍ଚ୍ଚ'ରେ  ରିପୋର୍ଟ ପ୍ରକାଶ ପାଇଛି । ସମଗ୍ର ବିଶ୍ୱ ପାଇଁ ଏହି ଆବିଷ୍କାର  ଆଲୋକବର୍ତ୍ତିକା ଭାବେ କାର୍ଯ୍ୟ କରିବ ବୋଲି କୁହାଯାଇଛି ।  ଡିଏନ୍‌ଏ,ଆରଏନ୍‌ଏର ବିଶ୍ଲେଷଣ ପାଇଁ ଇତିମଧ୍ୟରେ ଅନେକ କୌଶଳ ବାହାରିଲାଣି । ଅନେକ ଅତ୍ୟାଧୁନିକ  ଉପକରଣ ଆବିଷ୍କାର ହେଲାଣି । ତଥାପି ଡିଏନ୍‌ଏ,  ଆରଏନ୍‌ଏ ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରିବା ସହଜ ନଥିଲା । କିନ୍ତୁ ଆଇଏଲ୍‌ଏସ୍‌ ବୈଜ୍ଞାନିକଙ୍କ ନୂଆ ଆବିଷ୍କାର ମାନବ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ବଡ଼ ଉପାଦେୟ  ହୋଇପାରିବ ବୋଲି କୁହାଯାଇଛି । ଏହା ରୋଗ ଚିହ୍ନଟ ଓ  ଚିକିତ୍ସାରେ ନୂଆ ମାର୍ଗ ଦେଖାଇବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.