ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଦିଲ୍ଲୀ ଗଲେ ମନମୋହନ ସାମଲ ଓ ମାନସ ମହାନ୍ତି, ସିଇସି ବୈଠକରେ ଦେବେ ଯୋଗ

ଭୁବନେଶ୍ୱର, ୨୩।୦୩ : ମେଣ୍ଟରେ ଲାଗିଲା ବିରାମ। ଏକାକୀ ଲଢ଼ିବାକୁ ବିଜେପି କସରତ। ଦିଲ୍ଲୀ ଗସ୍ତରେ ବିଜେପି ରାଜ୍ୟ ସଭାପତି ମନମୋହଲ ସାମଲ ଏବଂ ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତି। କେନ୍ଦ୍ର ନିର୍ବାଚନ କମିଟି ବୈଠକରେ ଯୋଗ ଦେବାକୁ ମନମୋହନ ସାମଲ ଦିଲ୍ଲୀ ଯାଇଛନ୍ତି। ଓଡ଼ିଶା ପାଇଁ କିଛି ଲୋକସଭା ପ୍ରାର୍ଥୀଙ୍କ ନାମ ଆଜି ଚୂଡାନ୍ତ ହୋଇପାରେ ବୋଲି ଅନୁମାନ କରାଯାଉଛି।

ସେହିପରି ଆଗାମୀ ନିର୍ବାଚନରେ ଏକାକୀ ଲଢେଇ ନେଇ ରାଜ୍ୟ ସଭାପତି ପ୍ରତିକ୍ରିୟା ରଖିଛନ୍ତି ଯେ, ନିର୍ବାଚନ ଲାଗି କର୍ମୀ ସମସ୍ତେ କାମରେ ଲାଗିଲେଣି। ସବୁ ଜାଗା ପାଇଁ ସମସ୍ତେ କ୍ଲିଷ୍ଟାଲ କ୍ଲିୟର ଅଛନ୍ତି। ଉତ୍ସାହ ଉଦ୍ଦୀପନା ୧୦ ଗୁଣା ବଢ଼ି ଯାଇଛି। ଆହୁରି ପରିଶ୍ରମ କରନ୍ତୁ ୨ ମାସ ଅଛି ବୋଲି କହିଲେ ରାଜ୍ୟ ସଭାପତି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.