ପ୍ରମୂଖ ଖବର
  • ବଜେପି ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟସଭା ନେତା ନିର୍ବାଚିତ
  • ||
  • ୩ ଓ୍ବିକେଟ୍ ହରାଇ ସେମି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌ର ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍
  • ||
  • ଅଷ୍ଟାଦଶ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ
  • ||
  • ରୁଙ୍ଗଟା କାରଖାନାରେ ଅଘଟଣ, ଲୁହା ପ୍ଲେଟ୍ ଚାପି ହୋଇ ୨ ଶ୍ରମିକ ମୃତ
  • ||
  • ରି ଚେକିଂ ହେବ ୧୮ ହଜାର ମାଟ୍ରିକ୍‌ ଖାତା, ବୋର୍ଡରେ ଆବେଦନ କରିଛନ୍ତି ୫ ହଜାର ପରୀକ୍ଷାର୍ଥ
  • ||
  • କେନ୍ଦୁଝର: ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍, ମହିଳା ମୃତ
  • ||
  • ଭୋଗରାଇ: ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସହଯୋଗୀ ଫେରାର୍
  • ||
  • ସୁପର ୮ରେ ଭାରତ-ଅଷ୍ଟ୍ରେଲିଆ ବଡ଼ ଲଢ଼େଇ: ନେଟ୍‌ ରନରେଟ୍‌ ହେବ ଖେଳ, ଖଳନାୟକ ସାଜିପାରେ ବର୍ଷା
  • ||
  • ସୋମବାରଠୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ:୨୬ରେ ବାଚସ୍ପତି ନିର୍ବାଚନ, ୨୭ରେ ରାଜ୍ୟ ସଭା ବୈଠକ
  • ||
  • ଓଡ଼ିଶାର ୩୦ ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୩ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ବିଜେପି ହାତକୁ ଗଲା ଘଡେଇଙ୍କ ଗଡ, ସୁକିନ୍ଦାରେ ପ୍ରଦୀପ ବଳ ବିଜୟୀ

ସୁକିନ୍ଦା, ୪।୬ : ବିଜେପି ହାତକୁ ଗଲା ବିଜେଡି ଗଡ।  ଘଡେଇଙ୍କ ଗଡ ଭାବେ ପରିଚିତ ସୁକିନ୍ଦା ଆସନ ବିଜେପି ହାତକୁ ଯାଇଛି। ବିଜେଡିର ପ୍ରୀତିରଞ୍ଜନ  ଘଡେଇ ଏଠାରୁ ପରାଜିତ ହୋଇଛନ୍ତି। ବିଜେପି ପ୍ରାର୍ଥୀ ପ୍ରଦୀପ ବଳ ସାମନ୍ତ ଏଠାରୁ ବିଜୟୀ ହୋଇଛନ୍ତି।  ପ୍ରଦୀପ ବଳ ୯ ହଜାରରୁ ଉର୍ଦ୍ଧ୍ବ ଭୋଟରେ ବିଜୟୀ ହୋଇଛନ୍ତି।

ପ୍ରଦୀପ ୮୬୨୪୪ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ ପ୍ରୀତିରଞ୍ଜନ ୭୬୭୪୮ ଖଣ୍ଡ ଭୋଟ ପାଇଛନ୍ତି।  କଂଗ୍ରେସ ପ୍ରାର୍ଥୀ ବିଭୂତି ଭୂଷଣ ରାଉତ ମାତ୍ର ୩୬୪୦ ଖଣ୍ଡ ଭୋଟ ପାଇଛନ୍ତି। 

ସୁକିନ୍ଦା ଆସନରୁ  ପ୍ରଫୁଲ ଘଡେଇ ୧୯୯୦ ମସିହାରୁ ଜନତା ଦଳ ଓ ପରେ ବିଜୁ ଜନତା ଦଳରୁ ବିଜୟୀ ହୋଇ ଆସୁଥିଲେ। ବାପାଙ୍କ ଗଡରୁ ୨୦୧୪ ଓ ୨୦୧୯ ରେ ପ୍ରଫୁଲଙ୍କ ପୁଅ ପ୍ରୀତିରଞ୍ଜନ  ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। 

ଆହୁରି ପଢନ୍ତୁ : ଜୟପୁରରେ ହ୍ୟାଟ୍ରିକ କଲେ ତାରା ବାହିନିପତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.