ଆଠମଲ୍ଲିକ, ୪।୨ : ଆଠମଲ୍ଲିକ ଧଣ୍ଡାତୋପା ରେଞ୍ଜ ମିଣ୍ଡୋଲ ଜଙ୍ଗଲରୁ କଲରାପତରିଆ ବାଘ ଛୁଆର ମୃତ ଦେହ ଉଦ୍ଧାର ହୋଇଛି। ବାରହା ଶିକାର ପାଇଁ ଗତ ୭ ଦିନ ତଳେ ପକା ଯାଇଥିବା ଫାସରେ ପଡି ବାଘର ମୃତ୍ୟୁ ଘଟିଛି। ବନ ବିଭାଗ କୁ ସ୍ଥାନୀୟ ଲୋକେ ଖବର ଏ ନେଇ ଖବର ଦେଇଥିଲେ।ଘଟଣାସ୍ଥଳରେ ବନବିଭାଗ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରୁଛି।
![PCC](https://odia.prameya.com/prameya/document/compress/2/comp_2_134_1722052833907.webp)
କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ...