ପ୍ରମୁଖ ଖବର
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ଆଜି ଓୟୁଟିଆର୍‌ରେ ପ୍ରଥମ ସମାବର୍ତ୍ତନ ଉତ୍ସବ, ସଭାପତିତ୍ୱ କରିବେ ରାଜ୍ୟପାଳ
  • ||
  • ମଙ୍ଗଳବାର ୟୁପି ରାଜ୍ୟସଭା ନିର୍ବାଚନ, ବିଜେପିକୁ ସମର୍ଥନ କରିବେ ରାଜା ଭୈୟା
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||
  • ୨୯ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଉପସ୍ଥାପିତ ହେବ ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସ ୯ ଓ୍ବିକେଟ୍ ବିଜୟୀ, ୟୁପି ୱାରିୟର୍ସର ଦ୍ୱିତୀୟ ପରାଜୟ
  • ||
  • ବୁଧବାରଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଆଜି କାର୍‌କେଡ୍‌ ରିହର୍ସାଲ କରିବ ଓଡ଼ିଶା ପୁଲିସ୍‌
  • ||
  • ଶନିବାର ବାରବାଟୀ ଷ୍ଟାଡିୟମ୍‌ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ୪୧ଟି କ୍ରିକେଟ୍‌ ଏକାଡେମୀ ହେବ ଲୋକାର୍ପଣ
  • ||
  • ଆସନ୍ତା ୩ ତାରିଖ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଆଜି ଟେଡ୍ଡି ଡେ', ଟେଡ୍ଡି ରହିବ ପ୍ରେମର ସାକ୍ଷୀ

ଭୁବନେଶ୍ୱର,୧୦/୦୨: ଶନିବାର ପାଳିବେ ଟେଡ୍ଡି ଡେ’ ।  ସାଧାରଣତଃ ଏହି ଦିବସଟି ଝିଅମାନଙ୍କ ଲାଗି  ବେଶ ଗୁରୁତ୍ୱପୂର୍ଣ୍ଣ । ଝିଅଙ୍କ ପ୍ରିୟ ଟେଡ୍ଡି ଡେ’ରେ ସବୁଠାରୁ ସୁନ୍ଦର ଟେଡ୍ଡି ଦେଇ ମନ କିଣିବାକୁ  ଯୋଜନା କରିସାରିଛନ୍ତି ପ୍ରେମିକମାନେ । କେହି କେହି ସନ୍ଧ୍ୟାରେ ଯାଇ ଟେଡ୍ଡି କିଣି ଆଣିବା ସହ  ଆଉ କିଏ ପ୍ରେମିକାଙ୍କୁ ସାଙ୍ଗରେ ନେଇ ଟେଡ୍ଡି  କିଣାଇବା ଲାଗି ଯୋଜନା କରିଛନ୍ତି । 

ମାର୍କେଟ ବିଲ୍ଡିଂରୁ ଆରମ୍ଭ କରି ବଡ଼ ବଡ଼  ସପିଙ୍ଗ୍‌ ମଲ୍‌ରେ ଷ୍ଟାଇଲିସ୍‌ ଟେଡ୍ଡି ଆସିଯାଇଛି ।  ଖାଲି ସେତିକି ନୁହେଁ, ସବୁ ଗିଫ୍ଟ ସପ୍‌ରେ  ବିଭିନ୍ନ ପ୍ରକାର ଟେଡ୍ଡି ସଜେଇ ହୋଇରହିଛି ।  ଏସ୍‌ପ୍ଲାନେଡ୍‌, ଡିଏନ୍‌ ରେଗାଲିଆ, ଆର୍‌ଚିଜ୍‌  ଗ୍ୟାଲେରୀରୁ ଆରମ୍ଭ କରି ଭବାନୀ ମଲ୍‌,  ବିଗ୍‌ ବଜାର, ଉତ୍କଳ ଗ୍ୟାଲେରିଆ ମଲ୍‌ରେ  ଖୋଲିଛି ଟେଡ୍ଡିର ପସରା । ବାରଗେନିଙ୍ଗ,  ରଙ୍ଗ, ଓଜନ୍‌ ଏବଂ କ୍ୱାଲିଟିକୁ ନେଇ  କୌଣସି ପ୍ରକାର କମ୍ପରମାଇଜ୍‌ କରିବାକୁ  ଚାହୁଁନାହାନ୍ତି ପ୍ରେମୀମାନେ ।  ସକାଳୁ  ପାର୍କ, ରେଷ୍ଟୁରାଣ୍ଟ ଓ ଅନ୍ୟ ସ୍ଥାନରେ ପ୍ରେମିକାକୁ  ଉପହାରରେ ଟେଡ୍ଡି ଦେବେ । ଆଉ ଏହି  ଟେଡ୍ଡି ରହିବ ସେମାନଙ୍କ ପ୍ରେମର ସାକ୍ଷୀ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.