ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଜି ଟେଡ୍ଡି ଡେ', ଟେଡ୍ଡି ରହିବ ପ୍ରେମର ସାକ୍ଷୀ

ଭୁବନେଶ୍ୱର,୧୦/୦୨: ଶନିବାର ପାଳିବେ ଟେଡ୍ଡି ଡେ’ ।  ସାଧାରଣତଃ ଏହି ଦିବସଟି ଝିଅମାନଙ୍କ ଲାଗି  ବେଶ ଗୁରୁତ୍ୱପୂର୍ଣ୍ଣ । ଝିଅଙ୍କ ପ୍ରିୟ ଟେଡ୍ଡି ଡେ’ରେ ସବୁଠାରୁ ସୁନ୍ଦର ଟେଡ୍ଡି ଦେଇ ମନ କିଣିବାକୁ  ଯୋଜନା କରିସାରିଛନ୍ତି ପ୍ରେମିକମାନେ । କେହି କେହି ସନ୍ଧ୍ୟାରେ ଯାଇ ଟେଡ୍ଡି କିଣି ଆଣିବା ସହ  ଆଉ କିଏ ପ୍ରେମିକାଙ୍କୁ ସାଙ୍ଗରେ ନେଇ ଟେଡ୍ଡି  କିଣାଇବା ଲାଗି ଯୋଜନା କରିଛନ୍ତି । 

ମାର୍କେଟ ବିଲ୍ଡିଂରୁ ଆରମ୍ଭ କରି ବଡ଼ ବଡ଼  ସପିଙ୍ଗ୍‌ ମଲ୍‌ରେ ଷ୍ଟାଇଲିସ୍‌ ଟେଡ୍ଡି ଆସିଯାଇଛି ।  ଖାଲି ସେତିକି ନୁହେଁ, ସବୁ ଗିଫ୍ଟ ସପ୍‌ରେ  ବିଭିନ୍ନ ପ୍ରକାର ଟେଡ୍ଡି ସଜେଇ ହୋଇରହିଛି ।  ଏସ୍‌ପ୍ଲାନେଡ୍‌, ଡିଏନ୍‌ ରେଗାଲିଆ, ଆର୍‌ଚିଜ୍‌  ଗ୍ୟାଲେରୀରୁ ଆରମ୍ଭ କରି ଭବାନୀ ମଲ୍‌,  ବିଗ୍‌ ବଜାର, ଉତ୍କଳ ଗ୍ୟାଲେରିଆ ମଲ୍‌ରେ  ଖୋଲିଛି ଟେଡ୍ଡିର ପସରା । ବାରଗେନିଙ୍ଗ,  ରଙ୍ଗ, ଓଜନ୍‌ ଏବଂ କ୍ୱାଲିଟିକୁ ନେଇ  କୌଣସି ପ୍ରକାର କମ୍ପରମାଇଜ୍‌ କରିବାକୁ  ଚାହୁଁନାହାନ୍ତି ପ୍ରେମୀମାନେ ।  ସକାଳୁ  ପାର୍କ, ରେଷ୍ଟୁରାଣ୍ଟ ଓ ଅନ୍ୟ ସ୍ଥାନରେ ପ୍ରେମିକାକୁ  ଉପହାରରେ ଟେଡ୍ଡି ଦେବେ । ଆଉ ଏହି  ଟେଡ୍ଡି ରହିବ ସେମାନଙ୍କ ପ୍ରେମର ସାକ୍ଷୀ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.