ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ଭାର୍ଗବୀ ନଦୀରେ ବୁଡ଼ି ଯୁବକ ନିଖୋଜ

ବାଲିପାଟଣା,୭।୪ :  ବାଲିପାଟଣା ବାଇଁଆପଦା ନିକଟ ଭାର୍ଗବୀ ନଦୀରେ ବୁଡ଼ି ଯୁବକ ନିଖୋଜ । ନିଖୋଜ ଯୁବକ ହେଉଛନ୍ତି କେନ୍ଦ୍ରାପଡ଼ାର ତାପସ ରଞ୍ଜନ ଦାସ । ଘଟଣା ସ୍ଥଳରେ ବାଲିପାଟଣା ପୋଲିସ୍ ବାଲିଅନ୍ତା ଦମକଳ ବାହିନୀ ସହାୟତାରେ ନଦୀରେ ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଚଳାଇଛନ୍ତି । 

ତାପସ ଭୁବନେଶ୍ଵରରେ ରୁହନ୍ତି । ଆଜି ସାଙ୍ଗ ମାନଙ୍କ ସହ ବାଇଁଆପଦା ଗ୍ରାମ ନିକଟ ଭାର୍ଗବୀ ନଦୀ ନିକଟରେ ବଣ ଭୋଜୀ କରୁଥିଲେ । ପରେ ନଦୀକୁ ଗାଧୋଇବାକୁ ଯାଇଥିଲେ । ସେଠାରେ ସେ ନଦୀରେ ବୁଡ଼ି ଯାଇଥିଲେ । ଖବର ପାଇ ବାଲିପାଟଣା ପୋଲିସ୍ ପହଁଞ୍ଚି ନିଖୋଜ ତାପସଙ୍କୁ ଉଦ୍ଧାର କରିବା ପାଇଁ ଦମକଳ ସହାୟତାରେ ନଦୀରେ ଖୋଜା ଖୋଜି କରୁଛନ୍ତି । 

ଆହୁରି ପଢନ୍ତୁ : ଘରେ ମୋବାଇଲ ନଦେବାରୁ ଆତ୍ମହତ୍ୟା କଲା ନାବାଳକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.