ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ୟୁଏ ଆଇଏଲ୍ କର୍ମଚାରୀଙ୍କ ଘରୁ ଚୋରି ଅଭିଯୋଗ, ଘର ଗେଟ୍‌ ଭାଙ୍ଗି ଚୋରି କଲେ ଦୁର୍ବୁତ୍ତ

କାଶୀପୁର, ୩।୯: ୟୁଏ ଆଇଏଲ କର୍ମଚାରୀଙ୍କ ଘରୁ ଚୋରି ଅଭିଯୋଗ । ଶନିବାର କାଶୀପୁର ବ୍ଲକ ଦୋରାଗୁଡ଼ା ଥାନା ଅଞ୍ଚଳରେ ଥିବା ନୂଆପଡ଼ା ଟାଉନସିପ୍‌ର ଜଣେ ୟୁଏ ଆଇଏଲ କର୍ମଚାରୀ ଙ୍କ ଘରୁ ସୁନା ଅଳଙ୍କାର ଚୋରି ହୋଇଥିବା ଦୋରାଗୁଡ଼ାରେ ଅଭିଯୋଗ ହେଇଛି । ଅଭିଯୋଗ ପାଇବା ମାତ୍ରେ ପୁଲିସ ଗତକାଲି ସନ୍ଧାନୀ କୁକୁର ଏବଂ ଫରେନ୍‌ସିକ୍‌ ଟିମ୍‌ ସହାୟତାରେ ଏହାର ଛାନଭିନ୍‌ ଆରମ୍ଭ କରିଛି । 

ୟୁଏ ଆଇଏଲ୍‌ କାର୍ଯ୍ୟରତ କର୍ମଚାରୀ ଟି ତାନାୱାଡ଼ାଙ୍କ ବାସଗୃହରେ ସେ ନଥିବା ସମୟରେ ଘରର ଗେଟ୍‌ ଭାଙ୍ଗି ସୁନା ଚୁଡ଼ି, ମଙ୍ଗଳସୂତ୍ର, ହାତ ମୁଦି ଭଳି ଅଳଙ୍କାର ଲୁଟ୍‌ ହୋଇଥିବାର ଥାନାରେ ଏତଲା ହୋଇଛି । ଡୋରାଗୁଡ଼ା ଥାନା ପୁଲିସ ଏହି ଘଟଣାରେ କେସ୍‌ ନଂ୧୪୫/୨୩ ମାମଲା ରୁଜୁ କରି ତଦନ୍ତ ଚଳାଇ ଥିବାର ଆଇଆଇସି କିରଣ ବାଲା ସାମଲଙ୍କଠାରୁ ସୂଚନା ମିଳିଛି ।

rayagada

Copyright © 2022 - Summa Real Media Private Limited. All Rights Reserved.