ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ୟୁଏ ଆଇଏଲ୍ କର୍ମଚାରୀଙ୍କ ଘରୁ ଚୋରି ଅଭିଯୋଗ, ଘର ଗେଟ୍‌ ଭାଙ୍ଗି ଚୋରି କଲେ ଦୁର୍ବୁତ୍ତ

କାଶୀପୁର, ୩।୯: ୟୁଏ ଆଇଏଲ କର୍ମଚାରୀଙ୍କ ଘରୁ ଚୋରି ଅଭିଯୋଗ । ଶନିବାର କାଶୀପୁର ବ୍ଲକ ଦୋରାଗୁଡ଼ା ଥାନା ଅଞ୍ଚଳରେ ଥିବା ନୂଆପଡ଼ା ଟାଉନସିପ୍‌ର ଜଣେ ୟୁଏ ଆଇଏଲ କର୍ମଚାରୀ ଙ୍କ ଘରୁ ସୁନା ଅଳଙ୍କାର ଚୋରି ହୋଇଥିବା ଦୋରାଗୁଡ଼ାରେ ଅଭିଯୋଗ ହେଇଛି । ଅଭିଯୋଗ ପାଇବା ମାତ୍ରେ ପୁଲିସ ଗତକାଲି ସନ୍ଧାନୀ କୁକୁର ଏବଂ ଫରେନ୍‌ସିକ୍‌ ଟିମ୍‌ ସହାୟତାରେ ଏହାର ଛାନଭିନ୍‌ ଆରମ୍ଭ କରିଛି । 

ୟୁଏ ଆଇଏଲ୍‌ କାର୍ଯ୍ୟରତ କର୍ମଚାରୀ ଟି ତାନାୱାଡ଼ାଙ୍କ ବାସଗୃହରେ ସେ ନଥିବା ସମୟରେ ଘରର ଗେଟ୍‌ ଭାଙ୍ଗି ସୁନା ଚୁଡ଼ି, ମଙ୍ଗଳସୂତ୍ର, ହାତ ମୁଦି ଭଳି ଅଳଙ୍କାର ଲୁଟ୍‌ ହୋଇଥିବାର ଥାନାରେ ଏତଲା ହୋଇଛି । ଡୋରାଗୁଡ଼ା ଥାନା ପୁଲିସ ଏହି ଘଟଣାରେ କେସ୍‌ ନଂ୧୪୫/୨୩ ମାମଲା ରୁଜୁ କରି ତଦନ୍ତ ଚଳାଇ ଥିବାର ଆଇଆଇସି କିରଣ ବାଲା ସାମଲଙ୍କଠାରୁ ସୂଚନା ମିଳିଛି ।

  • rayagada
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.