ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ ୨୦୨୪: ସେଣ୍ଟ୍‌ଭିନ୍‌ସେଣ୍ଟରେ ସାମ୍ନାସାମ୍ନି ହେବେ ବାଂଲାଦେଶ- ନେଦରଲାଣ୍ଡ୍‌ସ
  • ||
  • ଜୁନ୍ ୧୮ରେ ବାରାଣସୀ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତୃତୀୟ ପାଳିରେ ହେବ ପ୍ରଥମ ଗସ୍ତ
  • ||
  • ଅରୁଣାଚଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପେମା ଖାଣ୍ଡୁ, ସମାରୋହରେ ସାମିଲ୍ ହେବେ ଜେପି ନଡ୍ଡା, ଅମିତ ଶାହ
  • ||
  • ବିଧାୟକ ପଦରୁ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ଇସ୍ତଫା
  • ||
  • ପୁରୀ : ଖୋଲିଲା ଶ୍ରୀମନ୍ଦିର ୪ ଦ୍ବାର, ମଙ୍ଗଳ ଆଳତି ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||

ବ୍ରାଜିଲରେ ବଡ଼ ଧରଣର ବିମାନ ଦୁର୍ଘଟଣା, ୨ କ୍ରିଉ ମେମ୍ବରଙ୍କ ସହ ୧୨ ଯାତ୍ରୀଙ୍କ ମୃତ୍ୟୁ

ବ୍ରାସିଲିଆ, ୧୭/୦୯: ବ୍ରାଜିଲରେ ଶନିବାର ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି । ଯେଉଁଥିରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ବିମାନରେ ୨ କ୍ରିଉ ମେମ୍ବରଙ୍କ ସହ ୧୨ ଜଣ ଟୁରିଷ୍ଟ ଥିଲେ । ବ୍ରାସେଲସ୍ ସହରର ଉତ୍ତରରେ ଥିବା ଆମାଜନ ରାଜ୍ୟରେ ଏହି ଅଘଟଣ ଘଟିଛି । 

ପ୍ରଖ୍ୟାତ ଲେଖିକା ଗୀତା ମେହେଟ୍ଟାଙ୍କ ପରଲୋକ; ୮୦ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଃଶ୍ବାସ

ଆମାଜନ ଗଭର୍ଣ୍ଣର ୱିଲସନ୍ ଲିମାଙ୍କ ସୂଚନା ଅନୁସାରେ, ବିମାନ କ୍ରାଶରେ ୧୨ ଯାତ୍ରୀଙ୍କ ସହ ୨ କ୍ରିଉ ମେମ୍ବରଙ୍କ ମୃତ୍ୟୁ ହୋଇଛି । ବିମାନଟି ଆମାଜନ ରାଜଧାନୀ ମାନାଉସରୁ ବ୍ରାସେଲସ୍ ଯାଉଥିଲା । ୯୦ ମିନିଟର ଯାତ୍ରା ବେଳେ ରିଓ ନେଗ୍ରୋରେ ଖସି ପଡ଼ିଥିଲା । ମିଳିଥିବା ସୂଚନା ଅନୁସାରେ, ୧୨ ଟୁରିଷ୍ଟ ସ୍ପୋର୍ଟ ଫିସିଂ ପାଇଁ ଯାଉଥିଲେ ।

ବର୍ଷାରେ ଭରଣା ହେଲା ନିଅଣ୍ଟିଆ, ୧୫ ଜିଲ୍ଲାରେ ଅତ୍ୟଧିକ ବର୍ଷା: ୧୮ରୁ ତିନି ଦିନ ଭାରୀ ବର୍ଷା ସମ୍ଭାବନା

ବ୍ରାଜିଲ୍ ସିଭିଲ୍ ଡିଫେନ୍ସର ସୂଚନା ଅନୁସାରେ, ବିମାନେର ୧୨ ଯାତ୍ରୀଙ୍କ ସହ ପାଇଲଟ୍ ଓ କୋ-ପାଇଲଟ୍ ରହିଥିଲେ । ସମସ୍ତଙ୍କ ମୃତ୍ୟୁ ହୋଇଛି । ବିମାନ ଅବତରଣ ସମୟରେ ପ୍ରବଳ ବର୍ଷା ହେଉଥିଲା । ଖରାପ ପାଗରେ ଅବତରଣ ଯୋଗୁଁ କ୍ରାସ୍ ହୋଇଯାଇଥିବା କୁହାଯାଉଛି ।

  • Brazil
  • Plane Crash
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.