ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶସ୍ତା ହେବ ସ୍ମାର୍ଟଫୋନ୍‌ , ଅନ୍ତରୀଣ ବଜେଟ୍‌ ପୂର୍ବରୁ ଉପକରଣ ଆମଦାନି ଶୁଳ୍କ ୧୦%କୁ ହ୍ରାସ

ନୂଆଦିଲ୍ଲୀ,୦୧/୦୨: ଅର୍ଥମନ୍ତ୍ରୀ ନିର୍ମଳା  ସୀତାରମଣ ଗୁରୁବାର ଅନ୍ତରୀଣ ବଜେଟ୍‌ ଉପସ୍ଥାପନ କରିବେ । ଏହା ପୂର୍ବରୁ ସରକାର ଆମ୍‌ ଆଦ୍‌ମୀଙ୍କୁ ବଡ଼ ରିହାତି ଦେଇଛନ୍ତି । ଆମଦାନି  କରାଯାଉଥିବା ମୋବାଇଲ ଉପକରଣ ଉପରେ ସରକାର ଶୁଳ୍କରେ ୫% ହ୍ରାସ କରିଛନ୍ତି । ଫଳରେ ଦେଶରେ ମୋବାଇଲ ଉପକରଣ ଆମଦାନି ଖର୍ଚ୍ଚ କମିବ । ଏହାର ଫାଇଦା ସିଧାସଳଖ ଗ୍ରାହକଙ୍କୁ ମିଳିବ । 

ଅର୍ଥ ମନ୍ତ୍ରାଳୟ ଏକ ବିଜ୍ଞପ୍ତି ଜାରି କରି ପ୍ରକାଶ  କରିଛି ଯେ, ମୋବାଇଲ ଉପକରଣ ଉପରେ ଆମଦାନି ଶୁଳ୍କ ୧୫%ରୁ ହ୍ରାସ  କରାଯାଇ ୧୦% ହୋଇଛି । ଏହାଦ୍ୱାରା ଆପଲ ଏବଂ ସାଓମି ଭଳି କମ୍ପାନିଗୁଡ଼ିକୁ  ଫାଇଦା ମିଳିବ, ଯେଉଁମାନେ ଭାରତରେ ମୋବାଇଲ ପ୍ରସ୍ତୁତ କରୁଛନ୍ତି । 

ବଜେଟ୍-୨୦୨୪ : ୮୦ କୋଟି ପରିବାରକୁ ମିଳୁଛି ମାଗଣା ରାସନAlso Read :-

  • prameyanews
  • PrameyaOdia
  • prameya
  • Union Budget 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.