ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରବିବାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଜ୍ୟପାଳ

ଭୁବନେଶ୍ୱର ୦୨/୧୨: ଡିସେମ୍ବର  ୩ (ରବିବାର) ରମାଦେବୀ ମହିଳା  ବିଶ୍ୱବିଦ୍ୟାଳୟର ୯ତମ ପ୍ରତିଷ୍ଠା ଦିବସ ।  ବିଶ୍ୱବିଦ୍ୟାଳୟ ନୂଆ ପ୍ରେକ୍ଷାଳୟରେ  ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ  ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ରଘୁବର ଦାସ  ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିସହ  ଅତିଥି ଭାବେ ସାଉଥ୍‌ କୋରିଆ ହଙ୍ଗ୍‌ ବିପ୍‌  ଟେମ୍ପୁଲ୍‌ର ଭେନ୍‌ ସିମ୍‌ ସନ୍‌, ଶ୍ରୁତି ମହାପାତ୍ର  ପ୍ରମୁଖ ଯୋଗ ଦେବେ । କାର୍ଯ୍ୟକ୍ରମରେ  କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ,  କୁଳସଚିବ ଶ୍ୟାମଳୀ ମହାପାତ୍ର, ପିଜି  କାଉନସିଲ୍‌ ଚେୟାରମ୍ୟାନ୍‌ ପ୍ରଫେସର ଚଣ୍ଡୀ  ଚରଣ ରଥଙ୍କ ସମେତ ସମସ୍ତ ଅଧ୍ୟାପକ,  ଛାତ୍ରୀ ଓ ଆଲୁମିନିମାନେ ଉପସ୍ଥିତ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.