ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

‘ମେଡ୍‌ ଇନ୍‌ ହେଭେନ୍‌’ ସିରିଜ୍‌ର ସୁଟିଂ ଅଭିଜ୍ଞତା ସେୟାର କଲେ ଶୋଭିତା, କହିଲେ-ଭାରି ଜଟିଳ ଭାବପୂର୍ଣ୍ଣ ସିନ୍‌

ନୂଆଦିଲ୍ଲୀ ୧୧/୦୯:  ‘ମେଡ୍‌ ଇନ୍‌ ହେଭେନ୍‌’ ସିଜନ୍‌-୨କୁ ନେଇ ଖବରରେ ରହିଛନ୍ତି ଅଭିନେତ୍ରୀ ଶୋଭିତା ଧୁଲିପାଲା । ଏହା ପୂର୍ବରୁ ସେ ୱେବ୍‌ ସିରିଜ୍‌ ‘ଦ ନାଇଟ୍‌ ମ୍ୟାନେଜର୍‌’ରେ ନଜର ଆସିଥିଲେ । ତାଙ୍କ କାମକୁ ଦର୍ଶକ ଖୁବ୍‌ ପ୍ରଶଂସା କରୁଛନ୍ତି । ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ଶୋଭିତା ଦୁଇଟିଯାକ ସିରିଜ୍‌ର ସୁଟିଂ ସମୟର କିଛି କଥା ଶେୟାର କରିଛନ୍ତି । 

ଶୋଭିତା କହିଛନ୍ତି, ସିରିଜ୍‌ରେ ଏମିତି କିଛି ସିନ୍‌ ଥିଲା, ଯାହା ନିର୍ବାହ କରିବାରେ ତାଙ୍କୁ ବହୁତ ସମସ୍ୟା ହୋଇଥିଲା । ଖାସ୍‌କରି ଭାବପୂର୍ଣ୍ଣ ସିନ୍‌ । ଶୋଭିତା ନିଜକୁ ଆବଶ୍ୟକଠୁ ଅଧିକ ଭାବୁକ ମଣିଷ ବୋଲି କହିଛନ୍ତି । ଲୁହକୁ ସେ ନିୟନ୍ତ୍ରଣ କରିପାରନ୍ତି ନାହିଁ । ସିରିଜ୍‌ ‘ଦ ନାଇଟ୍‌ ମ୍ୟାନେଜର’ ଓ ‘ମେଡ୍‌ ଇନ୍‌ ହେଭେନ୍‌’ର ସଫଳତା ବିଷୟରେ ସେ କହିଛନ୍ତି, ଏ ପ୍ରକାର ଭୂମିକାଗୁଡ଼ିକୁ ଦର୍ଶକ ଶୀଘ୍ର ଗ୍ରହଣ କରନ୍ତି ନାହିଁ । ତେଣୁ ଯେତେବେଳେ ତାଙ୍କ ଚରିତ୍ରକୁ ପ୍ରଶଂସା ମିଳେ, ତାଙ୍କ ଭିତରର କଳାକାରକୁ ଖୁବ୍‌ ଖୁସି ମିଳେ । ଜଣେ କଳାକାର ଭାବେ ଦର୍ଶକଙ୍କ ସହ ଯୋଡ଼ିହେବା ବହୁତ ଜରୁରୀ ବୋଲି ସେ କହିଛନ୍ତି । କାମକୁ ବାଦ୍‌ ଦେଲେ ତାଙ୍କ ବ୍ୟକ୍ତିଗତ ଜୀବନ ବେଶ୍‌ ରଙ୍ଗୀନ୍‌ ବୋଲି ସେ କହିଛନ୍ତି । 

ତେବେ ୨୦୧୩ ମସିହାରେ ଫିଲ୍ମ ‘ରମନ ରାଘବ ୨.୦’ ଜରିଆରେ ବଲିଉଡ୍‌ରେ ପାଦ ଥାପିଥିଲେ ଶୋଭିତା । ତାମିଲ, ତେଲୁଗୁ ଓ ମାଲାୟାଲମ୍‌ ଫିଲ୍ମରେ ସେ କାମ କରିଛନ୍ତି । ନୃତ୍ୟ ପ୍ରତି ତାଙ୍କର ଖୁବ୍‌ ସଉକ ରହିଛି।

Copyright © 2022 - Summa Real Media Private Limited. All Rights Reserved.