ପ୍ରମୂଖ ଖବର
  • ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ିଲେ ଶ୍ରୀଜିଉ
  • ||
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ଏମ୍‌ଏସପି କାରଖାନାରେ ଶ୍ରମିକ ମାରଣ ନୀତିକୁ ନେଇ ଉତ୍ତେଜନା

କେନ୍ଦୁଝର ସଦର, ୨୮/୬ : କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ହଳଦିଆଗୁଣା ଏମ୍‌ଏସପି କାରଖାନାରେ ଶ୍ରମିକ ମାରଣ ନୀତିକୁ ନେଇ ଗତ ଦୁଇ ତିନି ଦିନ ଧରି ଉତ୍ତେଜନା ଦେଖାଦେଇଛି। ଶୁକ୍ରବାର କାରଖାନାର ଶତାଧିକ ଶ୍ରମିକ ସଦର ଥାନାକୁ ଆସି ନିଜର ହକ୍ ପାଇଁ ଲିଖିତ ଅଭିଯୋଗ କରିଛନ୍ତି। 

କାରଖାନା କର୍ତ୍ତୃପକ୍ଷ ଶ୍ରମିକଙ୍କୁ ଗତ ୨୫ ବର୍ଷ ଧରି ବିଭିନ୍ନ ପ୍ରକାରର ନିର୍ଯାତନା ଦେଇଆସୁଛନ୍ତି। ଏହାର ପ୍ରତିବାଦ କଲେ କାରଖାନାରୁ ଶ୍ରମିକଙ୍କୁ ବାହାର କରିଦିଆ ଯାଉଛି। ବେଳେବେଳେ ଶ୍ରମିକଙ୍କୁ କାରଖାନା କତୃପକ୍ଷ ବିଭିନ୍ନ ପ୍ରକାର ଧମକ ଚମକ ମଧ୍ୟ ଦେଉଛନ୍ତି। ଏସବୁ ସମସ୍ୟା ନେଇ ସ୍ଥାନୀୟ ସରପଞ୍ଚ ସମେତ ଶତାଧିକ ଶ୍ରମିକ ଥାନାରେ ଅଭିଯୋଗ ଆଣିଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.