ପ୍ରମୂଖ ଖବର
  • ବଜେପି ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟସଭା ନେତା ନିର୍ବାଚିତ
  • ||
  • ୩ ଓ୍ବିକେଟ୍ ହରାଇ ସେମି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌ର ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍
  • ||
  • ଅଷ୍ଟାଦଶ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ
  • ||
  • ରୁଙ୍ଗଟା କାରଖାନାରେ ଅଘଟଣ, ଲୁହା ପ୍ଲେଟ୍ ଚାପି ହୋଇ ୨ ଶ୍ରମିକ ମୃତ
  • ||
  • ରି ଚେକିଂ ହେବ ୧୮ ହଜାର ମାଟ୍ରିକ୍‌ ଖାତା, ବୋର୍ଡରେ ଆବେଦନ କରିଛନ୍ତି ୫ ହଜାର ପରୀକ୍ଷାର୍ଥ
  • ||
  • କେନ୍ଦୁଝର: ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍, ମହିଳା ମୃତ
  • ||
  • ଭୋଗରାଇ: ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସହଯୋଗୀ ଫେରାର୍
  • ||
  • ସୁପର ୮ରେ ଭାରତ-ଅଷ୍ଟ୍ରେଲିଆ ବଡ଼ ଲଢ଼େଇ: ନେଟ୍‌ ରନରେଟ୍‌ ହେବ ଖେଳ, ଖଳନାୟକ ସାଜିପାରେ ବର୍ଷା
  • ||
  • ସୋମବାରଠୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ:୨୬ରେ ବାଚସ୍ପତି ନିର୍ବାଚନ, ୨୭ରେ ରାଜ୍ୟ ସଭା ବୈଠକ
  • ||
  • ଓଡ଼ିଶାର ୩୦ ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୩ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ବିହାରରେ ଆରମ୍ଭ ହେଲା ହଜ୍ ଯାତ୍ରା, ପ୍ରଥମ ଦିନ ୩୨୦ଯାତ୍ରୀ ଗଲେ ମକ୍କା

ନୂଆଦିଲ୍ଲୀ,୨୬/୫ : ଚଳିତ ବର୍ଷର ହଜ ଯାତ୍ରାର ଆରମ୍ଭ ହୋଇସାରିଛି । ବିହାରର ଗୟା ଅନ୍ତର୍ଜାତୀୟ ବିମାନବନ୍ଦରରୁ ରବିବାର ୨ଭିନ୍ନ ଭିନ୍ନ ବିମାନରେ ୩୨୦ ହଜ୍ ଯାତ୍ରୀ ଯାଇଛନ୍ତି। ପ୍ରଥମ ବିମାନରେ ୭୪ପୁରୁଷ ଏବଂ ୮୫ମହିଳା ଯାଇଛନ୍ତି । ସେହିଭଳି ଦ୍ବିତୀୟ ବିମାନରେ ୯୨ପୁରୁଷ ଏବଂ ୬୯ମହିଳା ଯାତ୍ରୀ ମକ୍କା ଲାଗି ଉଡ଼ାଣ ଭରିଛନ୍ତି । ଏହି ଭଳି ଭାବେ ପ୍ରାୟ ୩୨୦ଯାତ୍ରୀ ମକ୍କା ଲାଗି ଯାଇଛନ୍ତି । ଏହି ହଜ୍ ଯାତ୍ରା ୧ଜୁନ ପର୍ଯ୍ୟନ୍ତ ସଞ୍ଚାଳିତ ହେବ, ଯେଉଁଥିରେ ଗୟା ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଜିଲ୍ଲାର ପ୍ରାୟ ୧୦୮୩ଶ୍ରଦ୍ଧାଳୁ ହଜ କରିବା ଲାଗି ସାଉଦୀ ଆରବ ଯିବେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.