ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବିହାରରେ ଆରମ୍ଭ ହେଲା ହଜ୍ ଯାତ୍ରା, ପ୍ରଥମ ଦିନ ୩୨୦ଯାତ୍ରୀ ଗଲେ ମକ୍କା

ନୂଆଦିଲ୍ଲୀ,୨୬/୫ : ଚଳିତ ବର୍ଷର ହଜ ଯାତ୍ରାର ଆରମ୍ଭ ହୋଇସାରିଛି । ବିହାରର ଗୟା ଅନ୍ତର୍ଜାତୀୟ ବିମାନବନ୍ଦରରୁ ରବିବାର ୨ଭିନ୍ନ ଭିନ୍ନ ବିମାନରେ ୩୨୦ ହଜ୍ ଯାତ୍ରୀ ଯାଇଛନ୍ତି। ପ୍ରଥମ ବିମାନରେ ୭୪ପୁରୁଷ ଏବଂ ୮୫ମହିଳା ଯାଇଛନ୍ତି । ସେହିଭଳି ଦ୍ବିତୀୟ ବିମାନରେ ୯୨ପୁରୁଷ ଏବଂ ୬୯ମହିଳା ଯାତ୍ରୀ ମକ୍କା ଲାଗି ଉଡ଼ାଣ ଭରିଛନ୍ତି । ଏହି ଭଳି ଭାବେ ପ୍ରାୟ ୩୨୦ଯାତ୍ରୀ ମକ୍କା ଲାଗି ଯାଇଛନ୍ତି । ଏହି ହଜ୍ ଯାତ୍ରା ୧ଜୁନ ପର୍ଯ୍ୟନ୍ତ ସଞ୍ଚାଳିତ ହେବ, ଯେଉଁଥିରେ ଗୟା ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଜିଲ୍ଲାର ପ୍ରାୟ ୧୦୮୩ଶ୍ରଦ୍ଧାଳୁ ହଜ କରିବା ଲାଗି ସାଉଦୀ ଆରବ ଯିବେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.