ସମ୍ବଲପୁର, ୧୪/୦୫: ପ୍ରଖ୍ୟାତ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ଅସୁସ୍ଥତା କାରଣରୁ ସ୍ଥାନୀୟ ବିକାଶ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ହାରନିଆଁ ଏବଂ ପାନକ୍ରିୟା ଜନିତ ସମସ୍ୟାରେ ଦୀର୍ଘ ଦିନ ହେଲା ପୀଡିତ ଥିବା ବେଳେ ଅବସ୍ଥା ଅଧିକ ଗୁରୁତର ହେବାରୁ ସୋମବାର ତାଙ୍କୁ ଭର୍ତ୍ତି କରାଯାଇଛି । ତାଙ୍କୁ ମେଡିସିନ୍, ୟୁରୋଲଜି ଆଦି ବିଭାଗର ୩ ଜଣିଆ ଡାକ୍ତରୀ ଟିମ୍ ଚିକିତ୍ସା କରୁଛନ୍ତି।
କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ...