ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘୁଣୀ ‘ସାରା' ଅସୁସ୍ଥ, ଚାଲିଛି ଚିକିତ୍ସା

Published By : Prameya | March 1, 2024 12:38 PM

ବାରଙ୍ଗ ୦୧/୦୩: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୩୩ନଂ ଖୁଆଡ଼ର ପଛ  ସଫାରି ଖୁଆଡରେ ରହୁଥିବା ୧୯ ବର୍ଷିଆ ବାଘୁଣୀ "ସାରା' ଅସୁସ୍ଥ । ସାଧାରଣ  ରଙ୍ଗର ଜଙ୍ଗଲୀ ମହାବଳ ବାଘୁଣୀ ସାରା ବାର୍ଦ୍ଧକ୍ୟ କାରଣରୁ ଦୁର୍ବଳ ହୋଇପଡିଛି ।  କିଛିଦିନ ହେବ ଠିକ୍‌  ଭାବରେ ଖାଦ୍ୟ ଗ୍ରହଣ  କରିପାରୁନଥିଲା  । ତେଣୁ  ଓୟୁଏଟି ପ୍ରଫେସରଙ୍କ  ପରାମର୍ଶ କ୍ରମେ ଗୁରୁବାର  ସନ୍ଧ୍ୟାରେ ତା’ର ଚିକିତ୍ସା  ଆରମ୍ଭ କରାଯାଇଛି। ତାକୁ ସଲାଇନ ସହିତ  ଭିଟାମିନ ଓ ଆଣ୍ଟିବାୟୋଟିକ ଦିଆଯାଇଛି ।  

ସୂଚନାଯୋଗ୍ୟ ୪ ବର୍ଷ  ହୋଇଥିବା ବେଳେ ୨୦୦୯ ଏପ୍ରିଲ ୧୮ ତାରିଖରେ ସାରାକୁ ଜନ୍ତୁ  ଅଦଳବଦଳ ପ୍ରକ୍ରିୟାରେ ଭୋପାଳରୁ ନନ୍ଦନକାନନ ଅଣାଯାଇଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.