ପ୍ରମୁଖ ଖବର
  • ଇଓଡବ୍ଲ୍ୟୁ ପଞ୍ଝାରେ ୨ କୁଖ୍ୟାତ କ୍ରିପ୍ଟୋ ଠକ, ୧୫ କୋଟି ଟଙ୍କାର ଠକେଇ ଅଭିଯୋଗ
  • ||
  • ସ୍ଵାମୀ ସରୋଜଙ୍କ ସହ ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ, ବିଜେଡିରୁ ଦେଇଥିଲେ ଇସ୍ତଫା
  • ||
  • ମେ ୩୧ରେ ଆସିବ ‘ମିଷ୍ଟର ଆଣ୍ଡ ମିସେସ୍‌ ମାହି’, ଦେଖିବାକୁ ମିଳିବ ରାଜକୁମାର-ଜାହ୍ନବୀଙ୍କ ଜବରଦସ୍ତ କେମେଷ୍ଟ୍ରି
  • ||
  • ଖାଉଟିଙ୍କ ପକେଟକୁ ମହଙ୍ଗା ମାଡ଼: ଟ୍ୱିନ୍‌ ସିଟିରେ ଆଳୁ କିଲୋ ୩୦ ଟଙ୍କା, ସପ୍ତାହକରେ ୮ ଟଙ୍କା ବଢ଼ିଲାଣି
  • ||
  • ପ୍ଲାଷ୍ଟିକ ବଜାରକୁ ନେଇ ବିବାଦ: ଆଜି ୧୨ ସଂଘ-ବିଏମ୍‌ସି ବୈଠକ
  • ||
  • ସୋମବାର ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ଉତ୍ସବ, ମଙ୍ଗଳବାର ଶ୍ରୀଜିଉଙ୍କ ରଥଯାତ୍ରା
  • ||
  • ପାରାଦୀପରେ ୬୧ ଦିନ ଯାଏଁ ମାଛଧରା ବନ୍ଦ, ମାଛ ସଂରକ୍ଷଣକୁ ଦୃଷ୍ଟିରେ ରଖି ମତ୍ସ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ
  • ||
  • ଓଡ଼ିଶାରେ ମୋଦି ନୁହେଁ, ‘ନବୀନ ଗ୍ୟାରେଣ୍ଟି’: ଚାଲିଛି ମତାମତ ସଂଗ୍ରହ, ଖୁବ୍‌ଶୀଘ୍ର ବିଜେଡିର ଇସ୍ତାହାର
  • ||
  • IPL 2024: ବେଙ୍ଗାଲୁରୁ-ହାଇଦ୍ରାବାଦ ମଧ୍ୟରେ ଟକ୍କର, ରୟାଲର କ୍ଲାସେନ ଭୟ
  • ||
  • ରାଜ୍ୟରେ ପୁଣି ପ୍ରଚଣ୍ଡ ତାତି, ଆହୁରି ୪ରୁ ୬ ଡିଗ୍ରୀ ବଢ଼ିବ ପାରଦ: ୧୮ ଯାଏ ଭୀଷଣ ଗ୍ରୀଷ୍ମପ୍ରବାହ
  • ||

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘୁଣୀ ‘ସାରା' ଅସୁସ୍ଥ, ଚାଲିଛି ଚିକିତ୍ସା

ବାରଙ୍ଗ ୦୧/୦୩: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୩୩ନଂ ଖୁଆଡ଼ର ପଛ  ସଫାରି ଖୁଆଡରେ ରହୁଥିବା ୧୯ ବର୍ଷିଆ ବାଘୁଣୀ "ସାରା' ଅସୁସ୍ଥ । ସାଧାରଣ  ରଙ୍ଗର ଜଙ୍ଗଲୀ ମହାବଳ ବାଘୁଣୀ ସାରା ବାର୍ଦ୍ଧକ୍ୟ କାରଣରୁ ଦୁର୍ବଳ ହୋଇପଡିଛି ।  କିଛିଦିନ ହେବ ଠିକ୍‌  ଭାବରେ ଖାଦ୍ୟ ଗ୍ରହଣ  କରିପାରୁନଥିଲା  । ତେଣୁ  ଓୟୁଏଟି ପ୍ରଫେସରଙ୍କ  ପରାମର୍ଶ କ୍ରମେ ଗୁରୁବାର  ସନ୍ଧ୍ୟାରେ ତା’ର ଚିକିତ୍ସା  ଆରମ୍ଭ କରାଯାଇଛି। ତାକୁ ସଲାଇନ ସହିତ  ଭିଟାମିନ ଓ ଆଣ୍ଟିବାୟୋଟିକ ଦିଆଯାଇଛି ।  

ସୂଚନାଯୋଗ୍ୟ ୪ ବର୍ଷ  ହୋଇଥିବା ବେଳେ ୨୦୦୯ ଏପ୍ରିଲ ୧୮ ତାରିଖରେ ସାରାକୁ ଜନ୍ତୁ  ଅଦଳବଦଳ ପ୍ରକ୍ରିୟାରେ ଭୋପାଳରୁ ନନ୍ଦନକାନନ ଅଣାଯାଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.