ପ୍ରମୂଖ ଖବର
  • ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ିଲେ ଶ୍ରୀଜିଉ
  • ||
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

‘କଲ୍କୀ ୨୮୯୮ ଏଡି’ର ସିକ୍ବେଲରେ ରିପ୍ଲେସ ହୋଇଯିବେ ଦୀପିକା, ଜାଣନ୍ତୁ କ’ଣ ରହିଛି ସତ୍ୟତା

ନୂଆଦିଲ୍ଲୀ,୧୧/୭ : ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ‘କଲ୍କି ୨୮୯୮ଏଡି’ ସିନେମା ହଲ‌କୁ ଆସିବା ମାତ୍ରକେ ବ୍ଲକବଷ୍ଟର ହୋଇଯାଇଛି । ଫିଲ୍ମ ଏବେ ପର୍ଯ୍ୟନ୍ତ ଭଲ କଲେକ୍ସନ କରିଛି । ଏହି ଫିଲ୍ମର ସଫଳତାପରେ ଏବେ ଫ୍ୟାନ୍ସଙ୍କ ନଜର ନାଗ ଅଶ୍ବିନଙ୍କ ଫିଲ୍ମର ସିକ୍ବେଲ ଉପରେ ରହିଛି । ଯେଉଁ ଲୋକମାନେ ଫିଲ୍ମ ଦେଖିଛନ୍ତି ସେ ଜାଣିଛନ୍ତି କି ଏହାର ଶେଷ ଏକ କ୍ଲିଫହ୍ୟାଙ୍ଗ ନୋଟରେ ହେଉଛି । କ୍ଲିଫହ୍ୟାଙ୍ଗର ସେଣ୍ଟରରେ ପ୍ରେଗ୍ନେଟ ଦୀପିକା ପାଦୁକୋନ ନଜର ଆସୁଛନ୍ତି । ଯେଉଁଥିରେ ଜଣାପଡ଼ୁଛି କି ସିକ୍ବେଲରେ ସେ ଏକ ବଡ଼ ଭୂମିକା ନିଭାଇବେ । 

ମାତ୍ର ଏବେ ଏକ ନୂଆ ରିପୋର୍ଟରେ ଏଭଳି କୁହାଯାଉଛି କି ନାଗ ଅଶ୍ବିନଙ୍କ ସିକ୍ବେଲରେ ଦୀପିକାଙ୍କ ରିପ୍ଲେସ କରାଯାଇପାରେ । ଏହି ଖବର ତାଙ୍କ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ବଲିଉଡ଼ ହଙ୍ଗାମାର ଏକ ଅନଭେରିଫାଇଡ ରିପୋର୍ଟରେ କୁହାଯାଉଛି କି ଦୀପିକା ‘କଲ୍କି ୨୮୯୮ଏଡି’ର ଦ୍ବିତୀୟ ଭାଗର ଭାଗିଦାରୀ ହେବାରେ ଥିଲେ । ଏକ ସୂତ୍ରରୁ ଜଣାପଡ଼ିଥିଲା କି ନିର୍ଦେଶକ ନାଗ ଅଶ୍ବିନ ଦୀପିକାଙ୍କ ମ୍ୟାଟନିଟି ଲିଭ୍ ପୂରା ହେବା ପର୍ଯ୍ୟନ୍ତ ଅପକ୍ଷୋ କରିବା ଲାଗି ପ୍ରସ୍ତୁତ ଥିଲେ । 



ସିକ୍ବେଲର ଯୋଜନା କୌଣସି ଏକ ପ୍ରକାର ନିର୍ମାଣ କରାଯାଇଥିଲା, ‘କଲ୍କି’ର ଭବିଷ୍ୟତ କିଛି ବି ହେଉ । ଏବେ ଯେତେବେଳେ ଫିଲ୍ମ ନିର୍ମାତାଙ୍କ ଆଶାଠାରୁ ଅଧିକ କଲେକ୍ସନ କରି ନେଇଛି ତ ସିକ୍ବେଲର କାମ ଦ୍ରୁତଗତିରେ ଜାରି ରହିଛି । କିନ୍ତୁ ଏବେ ଯେତେବେ‌ଳେ ଫିଲ୍ମର ସଫଳତା ସହ ସିକ୍ବେଲ ଲାଗି ବି ସ୍ବର ବଢିବାରେ ଲାଗିଛି ନିର୍ମାଣ ସିକ୍ବେଲରେ ଦୀପିକାଙ୍କ ସ୍ଥାନରେ ଅନ୍ୟ କାହାକୁ ନେବାକୁ ନିଷ୍ପତ୍ତି ନେଇପାରନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.