ପ୍ରମୂଖ ଖବର
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଏମ୍‌ଭି ଗ୍ରେଟ୍ ସେଙ୍ଗ ୱେନ ଜାହାଜରେ ଲୁଚି ଆସିବା ବେଳେ ଧରା ହେଲେ ୩ ଘାନା ନାଗରିକ, ସିଆଇଏସଏଫର ତଦନ୍ତ ଆରମ୍ଭ

ପାରାଦ୍ୱୀପ ,୩୧/୦୮: ଏମ୍‌ଭି ଗ୍ରେଟ୍ ସେଙ୍ଗ ୱେନ ଜାହାଜରେ ଲୁଚି ଆସୁଥିବା ବେଳେ ଧରା ପଡ଼ିଲେ ତିନି ଜଣ ଘାନା ନାଗରିକ । ଏହି ତିନି ଜଣ ଘାନା ନାଗରିକ ସିଆଇଏସଏଫ ହେପାଜତରେ ଅଛନ୍ତି  । ପାରାଦ୍ୱୀପ ପୋର୍ଟରେ ଜାହାଜ ଲାଗିବା ପରେ ଆରମ୍ଭ ହେଲା ତନାଘନା । ଜାହାଜଟି ହଂକଂ ହେଶର ହୋଇଥିବା ବେଳେ ଏମାନେ ଜାହାଜକୁ ଆସିଲେ କିପରି ସେ ନେଇ ଉଠୁଛି ପ୍ରଶ୍ନ । ଜଗତସିଂହପୁରର ପାରାଦ୍ୱୀପ ବନ୍ଦରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ହଂକଂ ହେଶର ଏମ୍‌ଭି ଗ୍ରେଟ୍ ସେଙ୍ଗ ୱେନ ଜାହାଜ ପାରାଦ୍ୱୀପ ଆସୁଥିଲା । ଏହି ଜାହାଜରେ ଘାନାର ୩ ଜଣ ନାଗରିକ ବିନା ଅନୁମତିରେ ଯାତ୍ରା କରୁଥିଲେ । ଫଳରେ  ଜାହାଜର ୨୦ ଜଣ କ୍ରିଯୁଙ୍କ ଆଗରେ ଧରା ପଡ଼ିଲେ ଏହି ୩ଜଣ ନାଗରିକ ।ସିଆଇଏସଏଫ ହେପାଜତରେ ଏହି ତିନି ଜଣ ଘାନା ନାଗରିକଙ୍କୁ ରଖାଯାଇଛି । ଜାହାଜଟି ପାରାଦ୍ୱୀପରେ ପହଞ୍ଚିବା ପରେ ଜନାଘନା ଆରମ୍ଭ ହୋଇଛି । ଜାହାଜଟି ହଂକଂ ଦେଶର ହୋଇଥିବା ବେଳେ ଏମାନେ ଜାହାଜକୁ ଆସିଲେ କିପରି ତାହାର ତଦନ୍ତ ଆରମ୍ଭ ହୋଇଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.