ଭୁବନେଶ୍ୱର, ୨୯।୪: ଦିନ ୧୧ ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ଉପରେ ୩ ସହର । ରାଜଧାନୀ ସମେତ ବାଲେଶ୍ୱର ଓ କେନ୍ଦୁଝରରେ ଦିନ ୧୧ ଟା ୩୦ ସୁଦ୍ଧା ତାପମାତ୍ରା ୪୦ ଟପିଥିଲା । ରାଜଧାନୀରେ ୪୦.୪° ରେକର୍ଡ କରାଯାଇଥିବା ବେଳେ ବାଲେଶ୍ୱର ଓ କେନ୍ଦୁଝରରେ ୪୧.୪° ରେକର୍ଡ କରାଯାଇଛି । ସେହଭଳି ଝାରସୁଗୁଡାରେ ୩୯.୮°, ହୀରାକୁଦରେ ୩୯°, ରାଉରକେଲାରେ ୩୯°, ସମ୍ବଲପୁରରେ ୩୮.୬°, ଚାନ୍ଦବାଲିରେ ୩୮.୨°, ପୁରୀରେ ୩୩.୮°, ଗୋପାଳପୁରରେ ୩୩.୨° ଓ ପାରାଦୀପରେ ୩୩° ତାପମାତ୍ରା ରେକର୍ଡ କରାଯାଇଛି ।
ବିଜେପି ସରକାର ଚିରସ୍ଥାୟୀ ନୁହେଁ, ଆଜି ନହେଲେ କାଲି ନ...