ପ୍ରମୂଖ ଖବର
  • T-20 ବିଶ୍ୱକପ୍ ସୁପର ୮ ରାଉଣ୍ଡ, ୨୧ ରନ୍‌ରେ କଙ୍ଗାରୁ ବାହିନୀ ଚିତ୍ ପଟାଙ୍ଗ, ଆଫଗାନିସ୍ତାନ ପ୍ରଥମ ବିଜୟ
  • ||
  • ଯୌନ ନିର୍ଯାତନା ମାମଲା, ପ୍ରଜ୍ବଳଙ୍କ ଭାଇ ସୂରଜ ରେଭାନ୍ନାକୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରି ସହରର ଡିଏନ୍‌କେ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମହିଳା ମୃତ
  • ||
  • ସାଲେପୁର: ବାଇକ୍‌ ସହ ପୋଲରୁ ଖସି ପଡ଼ିଲେ ୨ ଆରେହୀ, ଜଣେ ମୃତ ,ଜଣେ ଗୁରୁତର
  • ||
  • ରବିବାରଠୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କୁ ଦର୍ଶନ ପରେ ଜନସମାବେଶରେ ହେବେ ସାମିଲ
  • ||
  • ଶ୍ରୀମନ୍ଦିରରେ ପଟିଦିଅଁ ବିଜେ, ଜ୍ୱରରୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା ଆରମ୍ଭ
  • ||
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

ପ୍ରମେୟ ନ୍ୟୁଜ୍ ସେଭେନ୍‌ ପକ୍ଷରୁ 'ରଜ ସେଲ୍‌ଫି ୨୦୨୪' କଣ୍ଟେଷ୍ଟ, ସେଣ୍ଟ୍ରୋ ସେଲ୍‌ଫି ପଏଣ୍ଟରେ ସେଲ୍‌ଫି ନିଅନ୍ତୁ, ପଠାନ୍ତୁ...

ଭୁବନେଶ୍ୱର ୦୬/୦୬: ବନସ୍ତେ ଡାକିଲା ଗଜ, ବରଷକୁ ଥରେ ଆସିଛି ରଜ। ଏହି ରଜକୁ ସମସ୍ତେର ଅପେକ୍ଷା କରି ରହିଥାନ୍ତି। । କେତେ ସଜବାଜ ସହ ପିଠାପଣା ଆଉ ତା ସହ ନୂଆ ପିନ୍ଧିବାର ମଜା। ସମସ୍ତେ ଦେଖନ୍ତି କେଉଁଠି ଅଫର ରହିଛି। କେଉଁଠି ଭଳ କଲେକ୍ସନ ରହିଛି। ଆଉ କ'ଣ କ'ଣ ସବୁ ଭେରାଇଟ୍ ଡ୍ରେସ୍, ଚପଲ ବ୍ୟଗ୍ ଆସିଛି। ଗ୍ରାହକଙ୍କ ଏହି ଚାହିଦାକୁ ଆଖି ଆଗରେ ରଖତ ଭୁବନେଶ୍ବର ସେଣ୍ଟ୍ରୋରେ ରହିଛି ଭରପୁର ଅଫର ସହ  ଢ଼େରସାରା କଲେକ୍ସନ। ଏଥି ସହିତ ସେଣ୍ଟ୍ରୋ ନେଇ ଆସିଛି ୫୦ ପ୍ରତିଶତ ରିହାତି। ଏହା ସହ ଗ୍ରାହକଙ୍କ ମୁଖ୍ୟ ଆକର୍ଷଣ ପାଲିଟିଛି ପ୍ରମେୟ ନ୍ୟୁଜ୍ ସେଭେନ୍‌ର 'ରଜ ସେଲ୍‌ଫି ୨୦୨୪' କଣ୍ଟେଷ୍ଟ। ଯେଉଁ ଥିରେ ସେଲଫି ପଠାଇ ପୁରସ୍କାର ଜିତିବାର ସୁଯୋଗ ରହିଛି।

ଏହି ରଜରେ ସଜବାଜ ହୋଇ ଭୁବନେଶ୍ବରର ସହିଦନଗର ସେଣ୍ଟ୍ରୋ ଷ୍ଟୋରକୁ ଆସନ୍ତୁ। ସେଲ୍‌ଫି ପଏଣ୍ଟରେ ସେଲ୍‌ଫି ନିଅନ୍ତୁ ଏବଂ ଆମକୁ ୭୦୭୭୭୦୫୪୦୦ ନିଜର ନାମ , ଠିକଣା ଏବଂ ଫୋନ୍ ନମ୍ବର WhatsApp କରନ୍ତୁ। ଏହି କଣ୍ଟେଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ।

 

ନିୟମ ଓ ସର୍ତ୍ତାବଳୀ 

  • ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆସିଥିବା ସେଲ୍‌ଫି ଗୁଡ଼ିକୁ ବିଚାରକୁ ନିଆଯିବ
  • ପ୍ରତ୍ୟେକ ଦିନ ୩ ଜଣ ଭାଗ୍ୟଶଳୀ ବିଜେତାଙ୍କ ଫଟୋ ପ୍ରମେୟରେ ପ୍ରକାଶ ପାଇବ 
  • କାର୍ଯ୍ୟକ୍ରମ ଶେଷରେ ସମସ୍ତ ସେଲ୍‌ଫି ବିଜେତାଙ୍କଚ ସେଣ୍ଟୋ୍ର ତରଫରୁ ୧୦୦୦ ଟଙ୍କାର ସପିଙ୍ଗ ଭାଉଚର ପୁରସ୍କାର  ଦିଆଯିବ।
  • ବିଜେତାଙ୍କୁ ପୁରସ୍କାର ବିତରଣ ତାରିଖ  ପ୍ରମେୟ ରେ ସୂଚିତ କରାଯିବ
  • ଏଥିରେ ସୁମ୍ମା ରିଅଲ୍ ମିଡିଆର୍ ପ୍ରା.ଲି ଏବଂ ପୃଷ୍ଠପୋଷାକମାନଙ୍କର କୌଣସି କର୍ମକର୍ତ୍ତା ଭାଗ ନେଇପାରିବେ ନାହିଁ।
  •  ଏହି କାର୍ଯ୍ୟକ୍ରମ ସମ୍ପର୍କିତ ସମସ୍ତ ଚୂଡାନ୍ତ ନିଷ୍ପତ୍ତି ସୁମ୍ମା ରିଅଲ ମିଡିଆ ପ୍ରା.ଏି ପରଚାଳନା ମଣ୍ଡଳୀ ନେବେ।


 

 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.