ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ଲାଞ୍ଚ ନେଵା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଏସଆଇ

ଯାଜପୁର,୩।୭  :  ୫୦୦୦ ଟଙ୍କା ଲାଞ୍ଚ ନେଵା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବିଝାଂରପୁର ଥାନା   ଏସଆଇ କେଶବ ଦାସ । ଏକ ଦୁର୍ଘଟଣା  ମାମଲାରେ କେଶକୁ ମଜବୁତ କରିବାକୁ ଲାଞ୍ଚ  ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। 

ଯାଜପୁର ଜିଲ୍ଲା ବିଂଝାରପୁର ଥାନା ସିଂହ ପୁର ଅଞ୍ଚଳ ର ଅବିନାଶ ପତିଙ୍କ ବାପାଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା ।ଏହି ଘଟଣାରେ ମୃତଙ୍କ ଶବ ବ୍ୟବଚ୍ଛେଦ୍ ରିପୋର୍ଟ ସହ ମେଡିକାଲ କାଗଜ ପତ୍ର ଏପଟସେପଟ   କରିବା ପାଇଁ  ବିଂଝାରପୁର ଥାନା ର ଏସଆଇ  କେଶବ ଦାସ ମୃତକଙ୍କ ପରିବାରଙ୍କୁ   ବାରମ୍ବାର ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଯଦି ପଇସା ଦେବ ତେବେ କେସକୁ ମଜବୁତ୍ କରାଯିବ ବୋଲି କହିଥିଲେ । ଯାହାକୁ ନେଇ ବାରମ୍ବାର ଥାନାକୁ ଅବିନାଶଙ୍କୁ ଦୌଡାଇ ଥିଲେ। ଶେଷରେ ନିରାଶ ହୋଇ ଅବିନାଶ ଭିଜିଲାନ୍ସର ସହଯୋଗ ନେଇଥିଲେ । ତେବେ ଆଜି   ଅବିନାଶ ଏସଆଇ କେଶବଙ୍କୁ   ଥାନା ନିକଟ   ତାଙ୍କ ସରକାରୀ ବାସଭବନରେ ୫ ହଜାର ଦେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡ଼ିବସିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.