ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ଚୋରା ଚାଲାଣ ବେଳେ ଭୁବନେଶ୍ବର ରେଳ ଷ୍ଟେସନରୁ ଗୋ ମାଂସ ଜବତ, ଜଣେ ଅଟକ

ଭୁବନେଶ୍ଵର, ୦୪/୦୯ : ଚୋରା ଚାଲାଣ ବେଳେ ଭୁବନେଶ୍ବର ରେଳ ଷ୍ଟେସନରୁ ଗୋ ମାଂସ ଜବତ। ଗୋ ମାଂସ ଗୁଡ଼ିକୁ ପାର୍ସଲ କରାଯାଇ ସିକନ୍ଦରାବାଦକୁ ଚାଲାଣ କରାଯାଉଥିଲା। ପାର୍ସଲ ଗୁଡିକରେ ରେଳ ବିଭାଗର ଷ୍ଟାମ୍ପ ମଧ୍ୟ ବାଜି ସରିଥିଲା। ଅପେକ୍ଷା ରହିଥିଲା ଟ୍ରେନକୁ। ହେଲେ ସୋମବାର ଭୋର ସମୟରେ ରାଷ୍ଟ୍ରୀୟ ଗୋ ସେବକମାନେ ପହଂଚି ଜିଆରପି ପୋଲିସକୁ ଖବର ଦେଇଥିଲେ। ଜିଆରପି  ଘଟଣା ସ୍ଥଳରେ ପହଞ୍ଚି ପାର୍ସଲ ପ୍ୟାକେଟ ଗୁଡିକୁ ଜବତ କରି ଜଣଙ୍କୁ ଅଟକ ରଖିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.