ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ରୁଷ୍‌ -ୟୁକ୍ରେନ ଯୁଦ୍ଧକୁ ନେଇ ବିଭାଜିତ ବିଶ୍ୱକୁ ଏକାଠି କରିବାକୁ ଚାହୁଁଛି ଭାରତ : ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱତନ୍ତ୍ର ବାର୍ତ୍ତା

ନୂଆଦିଲ୍ଲୀ : ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ କାରଣରୁ ସୃଷ୍ଟି ହୋଇଥିବା ଗଭୀର ମତଭେଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୨୦ ସମ୍ମିଳନୀରେ ପୂରା ବିଶ୍ୱକୁ ଏକା ସାଥିରେ ଯୋଡ଼ିବା କଥା ଉପରେ ଜୋର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱର ନେତାଙ୍କୁ ଅପିଲ କରିଛନ୍ତି ସେମାନେ ସାରା ବିଶ୍ୱରେ ବିଶ୍ୱାସରେ ଦେଇଥିବା ଅଭାବବୋଧକୁ ଦୂର କରନ୍ତୁ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ସବୁ ଦେଶ ପରସ୍ପର ଉପରେ ଭରସା କରନ୍ତୁ ଏବଂ ପୁରୁଣା ଚ୍ୟାଲେଞ୍ଜର ନୂଆ ସମାଧାନ ଖୋଜିବାକୁ ମିଳିମିଶି ଚେଷ୍ଟା କରନ୍ତୁ। ମୋଦି ଭାରତ ମଣ୍ଡପମ୍‌ରେ ଜି-୨୦ ନେତାଙ୍କ ଶିଖର ସମ୍ମିଳନୀର ଆରମ୍ଭ କରି ନିଜର ସମ୍ୱୋଧନରେ କହିଛନ୍ତି କି, ଯଦି ଦୁନିଆ କୋଭିଡ-୧୯କୁ ହରାଇ ପାରେ, ତ ସେ ଯୁଦ୍ଧ କାରଣରୁ ଆସିଥିବା ବିଶ୍ୱାସର ଅଭାବ ଉପରେ ବି ବିଜୟ ପ୍ରାପ୍ତ କରିପାରିବ। 

 

ପ୍ରଧାନମନ୍ତ୍ରୀ ଜି-୨୦ ନେତାଙ୍କର ଗୋଟିଏ ପୃଥିବୀ  ସେସନକୁ ସମ୍ୱୋଧିତ କରି କହିଛନ୍ତି , ଏହା ବିଶ୍ୱର କଲ୍ୟାଣ ପାଇଁ ଆମ ସମସ୍ତଙ୍କୁ ମିଳିମିଶି ଚାଲିବାର ସମୟ। ଏହି ସେସନରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ , ସାଉଦୀ ଆରବର ଯୁବରାଜ ମହମ୍ମଦ ବିନ ସଲମାନ , ବ୍ରିଟେନର ପ୍ରଧାନମନ୍ତ୍ରୀ ରିଷି ସୁନକ ଓ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିୟୋ ଲୁଲା ଡା ସିଲଭାଙ୍କ ସମେତ ଅନେକ ନେତା ଯୋଗ ନେଇଛନ୍ତି।

ଜି-୨୦ରେ ସାମିଲ ହେଲା ଆଫ୍ରିକାନ୍ ୟୁନିୟନ୍, ଆଲିଙ୍ଗନ କରି ପ୍ରଧାନମନ୍ତ୍ରୀ ମୋଦି କଲେ ସ୍ବାଗତ 

 ମୋଦି ଏଠାରେ ଭାରତ ମଣ୍ଡପମ୍‌ ସମ୍ମଳନୀ କେନ୍ଦ୍ରରେ ସଭାକୁ ସମ୍ୱୋଧିତ କରି କହିଛନ୍ତି , ବିଶ୍ୱ ସ୍ତରୀୟ କୋଭିଡ ମହାମାରୀ ପରେ ଦୁନିଆ ବିଶ୍ୱାସରେ ଅଭାବର ନୂଆ ଚ୍ୟାଲେଞ୍ଜକୁ ସାମନା କରିଛି ଏବଂ ଦୁର୍ଭାଗ୍ୟ ଯେ ଯୁଦ୍ଧ ଏହାକୁ ଆହୁରି ଗୁରୁତର କରି ଦେଇଛି । ସେ କହିଛନ୍ତି, କିନ୍ତୁ ଆମକୁ ମନେରଖିବା ଉଚିତ କି ଯଦି ଆମେ କୋଭିଡ ଭଳି ବୈଶିକ ମହାମାରୀକୁ ହରାଇ ପାରୁଛେ, ତ ଆମ ବିଶ୍ୱାସରେ ଏହି ଚ୍ୟାଲେଞ୍ଜକୁ ବି ଅତିକ୍ରମ କରିପାରିବା। ଆଜି ଭାରତ ଜି-୨୦ ର ଅଧ୍ୟକ୍ଷ ଭାବେ ପୂରା ଦୁନିଆରେ ବିଶ୍ୱାସର ଅଭାବକୁ  ଦୂର କରି ପରସ୍ପର ଉପରେ ଭରସା କରିବାକୁ ଅନୁରୋଧ କରୁଛି।  

‘ବିଶ୍ୱରେ ବିଶ୍ୱାସ ସଂକଟ’ କଥା କହି G20ରୁ ‘ସବକା ସାଥ୍, ସବକା ବିକାଶ’ର ମନ୍ତ୍ର ଦେଲେ ପିଏମ୍ ମୋଦୀ

Copyright © 2022 - Summa Real Media Private Limited. All Rights Reserved.