ପୁରୀ, ୧୫/୯ : ପୁରୀ ଜିଲ୍ଲାରେ ଧାରା ୩୦ ଲାଗୁ। ଏହା ଚଳିତ ମାସ ୫ ତାରିଖ ଠାରୁ ଡିସେମ୍ବର ୩ ତାରିଖ ଯାଏଁ ୯୦ ଦିନ ପର୍ଯ୍ୟନ୍ତ ସମସ୍ତ ପୁରୀ ଜିଲ୍ଲାରେ ଲାଗୁ କରାଯାଇଛି। ଫଳରେ ସମସ୍ତ ପୋଲିସ ଷ୍ଟେସନ ଅଞ୍ଚଳ, ପୁରୀ ମୁନିସିପାଲ୍ଟି, ପିପିଲି, କୋଣାର୍କ ଓ ନିମାପଡା ଏନଏସି ଅଞ୍ଚଳରେ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ବିନା ଅନୁମତିରେ ସଭା, ଶୋଭାଯାତ୍ରା, ମାଇକ ବ୍ୟବହାରକୁ ବେଆଇନ ଘୋଷଣା କରାଯାଇଛି। ଏନେଇ ଏସପି ଡା. କନୱର ବିଶାଲ ସିଂ ସୂଚନା ଦେଇଛନ୍ତି।

ରେଡ଼କ୍ରସ୍ ପକ୍ଷରୁ ପ୍ରଶିକ୍ଷଣ ଶିବିର, ସାମିଲ ହୋଇଥିଲ...