ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶନିବାର ସତ୍‌ସଙ୍ଗ ବିହାର ଫୁଟ୍‌ ଓଭର ବ୍ରିଜ୍‌ ଲୋକାର୍ପଣ, ଉଦ୍‌ଘାଟନ୍ କରିବେ ସାଂସଦ ଅପରାଜିତ ଷଡ଼ଙ୍ଗୀ

ଭୁବନେଶ୍ୱର,୦୨/୦୩: ଶନିବାର ସତ୍‌ସଙ୍ଗ ବିହାର ଫୁଟ୍‌ ଓଭର ବ୍ରିଜ୍‌ ଉଦ୍‌ଘାଟନ ହେବ । ସାଂସଦ ଅପରାଜିତ ଷଡ଼ଙ୍ଗୀ ଏହି ଫୁଟ୍‌  ଓଭରବ୍ରିଜ୍‌ ଲୋକାର୍ପଣ କରିବେ । ଦୀର୍ଘଦିନ ଧରି ଏହି ଫୁଟ୍‌ ଓଭର ବ୍ରିଜ୍‌ କରିବାକୁ  ଦାବି ହୋଇ ଆସୁଥିଲା । ଏନେଇ ଅପରାଜିତା ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କ ସହ  ଆଲୋଚନା କରିବା ପରେ ଫୁଟ୍‌ ଓଭର ବ୍ରିଜ୍‌ କାମ ଆରମ୍ଭ ହୋଇଥିଲା । ମୋଟ୍‌  ୨ କୋଟି ଟଙ୍କା ଖର୍ଚ୍ଚରେ ଏହି ଫୁଟ୍‌ ଓଭର ବ୍ରିଜ୍‌ ନିର୍ମାଣ ହୋଇଛି । ସତ୍‌ସଙ୍ଗ  ବିହାର ଓ ସହିଦନଗରକୁ ଏହି ଫୁଟ ଓଭରବ୍ରିଜ୍‌ ଯୋଡ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.