ନୂଆଦିଲ୍ଲୀ,୧୨/୫ : ଦିଲ୍ଲୀରେ ପୁଣି ଥରେ ବମର ଧମକ ଦିଆଯାଇଛି । ଦିଲ୍ଲୀର ବୁରାଡ଼ୀ ସରକାରୀ ହସ୍ପିଟାଲ ଏବଂ ମଙ୍ଗେଲପୁରୀର ସଞ୍ଜୟ ଗାନ୍ଧୀ ହସ୍ପିଟାଲରେ ବମର ଧମକପୂର୍ଣ୍ଣ ଇମେଲ ମିଳିଛି । ଏହାପରେ ସର୍ଚ ଅପରେସନ ଆରମ୍ଭ କରଯାଇଛି ।

Copyright © 2024 - Summa Real Media Private Limited. All Rights Reserved.