ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

୩ ମାସ ପରେ ମନ କି ବାତ୍ କାର୍ଯ୍ୟକ୍ରମ, ଦେଶବାସୀଙ୍କୁ ମନର କଥା କହିଲେ ମୋଦି

ନୂଆଦିଲ୍ଲୀ,୩୦/୬:ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ୍ କାର୍ଯ୍ୟକ୍ରମ । ୩  ବନ୍ଦ ରହିବା ପରେ ଆଜିଠୁ ପୁଣି ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀଙ୍କ ମାସିକ ରୋଡିଓ କାର୍ଯ୍ୟକ୍ରମ । ୧୧୧ ତମ ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ମନର କଥା କହିଛନ୍ତି ମୋଦି । ଦେଶରେ ସାଧାରଣ ନିର୍ବାଚନ ଲାଗି ୩ ମାସ ଧରି ବନ୍ଦ ରହିଥିଲା ଏହି କାର୍ଯ୍ୟକ୍ରମ । ଶେଷ ଥର ପାଇଁ ଫେବୃଆରୀ ୨୫ତାରିଖରେ ରେଡିଓରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ ମୋଦି । ଦିନ ୧୧ସମୟରେ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ । ବିଭିନ୍ନ ପ୍ରସଙ୍ଗ ଉପରେ ଦେଶବାସୀଙ୍କୁ ମନର କଥା କହୁଛନ୍ତି ପ୍ରଧାନମନ୍ତ୍ରୀ । 

ମୋଦି କହିଛନ୍ତି ଯେ,ମୁଁ ପୁଣି ଥରେ ମୋ ପରିବାର ସଦସ୍ୟଙ୍କ ମଧ୍ୟରେ ‘ମନ୍ କି ବାତ୍’ ମାଧ୍ୟମରେ ଆସିଛି । ‘ଇତି ବିଦାୟ ପୁନର୍ମିଳନ’। ଏହାର ଅର୍ଥ ମଧ୍ୟ ସମାନ ସୁନ୍ଦର ଅଟେ। ଏହି ବାକ୍ୟର ଅର୍ଥ ହେଉଛି ଯେ ମୁଁ ପୁନର୍ବାର ସାକ୍ଷାତ କରିବାକୁ ବିଦାୟ ନେଇଥାଏ। ଫେବୃଆରୀରେ ମୁଁ କହିଥିଲି ଯେ ନିର୍ବାଚନ ଯୋଗୁଁ ମୁଁ ଆପଣଙ୍କ ସହ କଥାବାର୍ତ୍ତା କରିପାରିବି ନାହିଁ। ନିର୍ବାଚନ ସମାପ୍ତ ହେବା ପରେ ମୁଁ ପୁଣି ଥରେ ଆପଣଙ୍କ ମଧ୍ୟକୁ ଆସିଛି। ତେବେ ଦେଶ ବିଦେଶରେ ଏହି ମାସିକ ରେଡିଓ କାର୍ଯ୍ୟକ୍ରମର ବହୁ ଲୋକପ୍ରିୟତା ରହିଛି । ପ୍ରତି ମାସର ଶେଷ ରବିବାରରେ ଏହି କାର୍ଯ୍ୟକ୍ରମ ହୋଇଥାଏ । ଏହାର 23 କୋଟି ରେଗୁଲାର ଶ୍ରୋତା ରହିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.